பொருள் : କୌଣସି ତରଳ ପଦାର୍ଥସହ ସଂଯୁକ୍ତ ଛୋଟଛୋଟ ପାଣି ଫୋଟକା ସମୂହର ଅଂଶ
எடுத்துக்காட்டு :
ଗାଧୋଇଲାବେଳେ ପିଲାମାନେ ଫେଣକୁ ହାତରେ ଧରି ଜଣେ ଅନ୍ୟ ଜଣଙ୍କ ଉପରକୁ ପକାଉଥିଲେ
பிற மொழிகளில் மொழிபெயர்ப்பு :
பொருள் : ମୂର୍ଚ୍ଛାଆଦି ଅବସ୍ଥାରେ ମୁଁହରୁ ବାହାରୁଥିବା ଫେଣ
எடுத்துக்காட்டு :
ମୂର୍ଚ୍ଛିତ ବ୍ୟକ୍ତି ଛଟପଟ ହେଉଥିଲା ଓ ତା ମୁଁହରୁ ବଚ ବି ବାହାରୁଥିଲା
ஒத்த சொற்கள் : ବଚ
பிற மொழிகளில் மொழிபெயர்ப்பு :