பொருள் : ଯେଉଁ ସ୍ତ୍ରୀଲୋକକୁ କେହି ଭଗାଇ ନେଇଯାଏ
எடுத்துக்காட்டு :
ପ୍ରଣୟୀ ସହ ପଳାୟିତାକୁ ସମାଜରେ ସମ୍ମାନ ମିଳେନାହିଁ
ஒத்த சொற்கள் : ପଳାୟିତା, ପ୍ରଣୟୀ ସହ ପଳାୟିତା
பிற மொழிகளில் மொழிபெயர்ப்பு :
பொருள் : ପଳାଇ ଯାଇଥିବା
எடுத்துக்காட்டு :
ପୋଲିସ ଫେରାର ଅପରାଧୀମାନଙ୍କୁ ଅନ୍ୱେଷଣ କରୁଛି ପୋଲିସ ଗ୍ରାହକମାନଙ୍କଠାରୁ ପଇସା ନେଇ ଚମ୍ପଟ ହୋଇଥିବା ବ୍ୟକ୍ତିଙ୍କୁ ଅନ୍ୱେଷଣ କରୁଛି
ஒத்த சொற்கள் : ଚମ୍ପଟ, ପଳାୟମାନ, ପଳାୟିତ
பிற மொழிகளில் மொழிபெயர்ப்பு :
Having escaped, especially from confinement.
A convict still at large.