உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : କୌଣସି ସ୍ଥାନରୁ ଫେରି ଆସିବାର ପ୍ରକ୍ରିୟା
எடுத்துக்காட்டு : ଫେରିବା ସମୟରେ ଆମେସବୁ ବାରାଣସୀ ହୋଇ ଆସିବୁଦିଲ୍ଲୀରୁ ଆପଣଙ୍କ ପ୍ରତ୍ୟାବର୍ତ୍ତନ କେବେ ହେବ?
ஒத்த சொற்கள் : ପ୍ରତି ଗମନ, ପ୍ରତ୍ୟାବର୍ତ୍ତନ, ଲେଉଟାଣି
பிற மொழிகளில் மொழிபெயர்ப்பு :हिन्दी English
वापस आने या लौटने की क्रिया।
The act of going back to a prior location.
பொருள் : ପଛ ଆଡ଼କୁ ବୁଲିବା
எடுத்துக்காட்டு : ରାମର ଡାକ ଶୁଣି ଶ୍ୟାମ ପଛକୁ ଲେଉଟିଲା
ஒத்த சொற்கள் : ଲେଉଟିବା
पीछे की ओर घूमना।
Turn in the opposite direction.
பொருள் : କୌଣସି କାମ କିମ୍ବା ଜାଗାକୁ ଯାଇ ସେଠାରୁ ପୂର୍ବ ସ୍ଥାନ ବା ଅବସ୍ଥାକୁ ଫେରିବା
எடுத்துக்காட்டு : ବାପା କାଲି ଦିଲ୍ଲୀରୁ ଫେରିଲେ
ஒத்த சொற்கள் : ଆସିବା, ବାହୁଡ଼ିବା, ଲେଉଟିବା
பிற மொழிகளில் மொழிபெயர்ப்பு :हिन्दी
कहीं जाकर वहाँ से पहले वाले स्थान पर आना या पहले वाले काम आदि पर आना।
பொருள் : ଫେରି ଆସିବା ସମ୍ବନ୍ଧିତ
எடுத்துக்காட்டு : ମୋତେ ଫେରିବା ଟିକେଟ ମଧ୍ୟ ନେବାକୁ ଅଛି
ஒத்த சொற்கள் : ଫେରନ୍ତା
लौटने या वापस आने से संबंधित।
நிறுவு