பொருள் : କାହାରି ବଦନାମ କରିବା ବା ଦୋଷ ବାହାରକରିବା
எடுத்துக்காட்டு :
ସେ ସବୁବେଳେ ଅନ୍ୟର ନିନ୍ଦା କରେ
ஒத்த சொற்கள் : ଆଙ୍ଗୁଳିଦେଖେଇବା, ଖରାପକହିବା, ନିନ୍ଦାକରିବା
பிற மொழிகளில் மொழிபெயர்ப்பு :
किसी की बुराई या दोष बतलाना।
वह हमेशा दूसरों की बुराई करती है।பொருள் : କଳଂକିତ ବା ବଦନାମ କରି କି ନଷ୍ଟକରିବା
எடுத்துக்காட்டு :
ଦୁଷ୍ଟ ଲୋକ ନିଜ ଦୁଷ୍ଟତା ଯୋଗୁ ନିଜ ମାତାପିତାଙ୍କ ନାଁ ବୁଡ଼େଇ ଦିଅନ୍ତି
ஒத்த சொற்கள் : କଳଙ୍କିତକରିବା, ତଳକୁକରିବା, ନାକକାଟିଦେବା, ବୁଡ଼େଇବା, ମାଟିରେମିଶେଇବା, ମୁଣ୍ଡ ତଳକୁ କରିବା
பிற மொழிகளில் மொழிபெயர்ப்பு :
कलंकित या बदनाम करके नष्ट करना।
दुष्ट व्यक्ति अपनी दुष्टता से अपने माता-पिता का नाम डुबा देता है।