பொருள் : ଟଙ୍କାପଇସାଆଦି ବଦଳାଇବା
எடுத்துக்காட்டு :
ଫଳବାଲା ପାଖରେ ପାଞ୍ଚଶହ ଟଙ୍କିଆ ନୋଟର ଖୁଚୁରା ନଥିଲା ଭାଙ୍ଗିଲାନାହିଁ
ஒத்த சொற்கள் : ଖୁଚୁରାନଥିବା, ଭଙ୍ଗାଇବା, ଭାଙ୍ଗିବା
பிற மொழிகளில் மொழிபெயர்ப்பு :
பொருள் : ଗୋଟିଏ ବସ୍ତୁକୁ ବଦଳାଇ ତା ସ୍ଥାନରେ ଅନ୍ୟକୁ ରଖିବା
எடுத்துக்காட்டு :
ତୁମେ ବିଛଣାର ଚାଦରକୁ ପ୍ରତି ସପ୍ତାହରେ ବଦଳାଇବା ଉଚିତ
ஒத்த சொற்கள் : ପଲଟାଇବା
பிற மொழிகளில் மொழிபெயர்ப்பு :
Remove or replace the coverings of.
Father had to learn how to change the baby.பொருள் : ବର୍ତ୍ତମାନର ଅବସ୍ଥାରେ ଅନ୍ତର ଆଣିବା ବା ଉପରତଳ କରିବା
எடுத்துக்காட்டு :
ଏହି ବେତନ ବୃଦ୍ଧି ମୋ ଜୀବନ ସ୍ତରରେ କୌଣସି ସୁଧାର ଆଣିବନାହିଁ
ஒத்த சொற்கள் : ଆଣିବା, କରିବା, ପରିବର୍ତ୍ତନ କରିବା
பிற மொழிகளில் மொழிபெயர்ப்பு :
பொருள் : ଗୋଟିଏ ଜିନିଷ ବଦଳରେ ଆଉଗୋଟିଏ ଜିନିଷ ନେବା କିମ୍ବା ଦେବା
எடுத்துக்காட்டு :
ରମା ନିଜର ଫ୍ରିଜ୍ ବଦଳାଇ ଦେଲା
ஒத்த சொற்கள் : ବଦଳେଇବା
பிற மொழிகளில் மொழிபெயர்ப்பு :