பொருள் : ବଦଳିବାର କାମ ଅନ୍ୟ କାହାଦ୍ୱାରା କରାଇବା
எடுத்துக்காட்டு :
ଶାଢ଼ୀ ପସନ୍ଦ ନ ହେବାରୁ ସୀତା ତାକୁ ବଦଳେଇଲା
பிற மொழிகளில் மொழிபெயர்ப்பு :
பொருள் : ଗୋଟିଏ ରୂପରୁ ଆଉ ଗୋଟିଏ ରୂପକୁ ଆଣିବା
எடுத்துக்காட்டு :
ଏହି ଘଟଣା ପରଠାରୁ ତା ଜୀବନରେ ବହୁତ ପରିବର୍ତ୍ତନ ଆସିଛି
ஒத்த சொற்கள் : ପରିବର୍ତ୍ତନ, ପରିବର୍ତ୍ତନ ଆଣିବା, ପରିବର୍ତ୍ତନ ହେବା, ବଦଳିଯିବା
பிற மொழிகளில் மொழிபெயர்ப்பு :
एक रूप से दूसरे रूप में आना।
इस घटना के बाद से उसके जीवन में बहुत परिवर्तन आया है।பொருள் : କିଛି କମ୍ ଅଧିକ କରି ରୂପ ବଦଳେଇବା ବା ଗୋଟିଏ ରୂପରୁ ଆଉ ଗୋଟିଏ ରୂପକୁ ଆଣିବା
எடுத்துக்காட்டு :
ଆଧୁନିକ ଜୀବନଶୈଳୀ ସମାଜରେ ବହୁତ ପରିବର୍ତ୍ତନ କରିଛି
ஒத்த சொற்கள் : ପରିବର୍ତ୍ତନ କରିବା
பிற மொழிகளில் மொழிபெயர்ப்பு :
कुछ घटा-बढ़ा कर रूप बदलना या एक रूप से दूसरे रूप में लाना।
आधुनिक जीवन शैली ने समाज में बहुत परिवर्तन किया है।Change the nature, purpose, or function of something.
Convert lead into gold.பொருள் : ଗୋଟିଏ ଜିନିଷ ବଦଳରେ ଆଉଗୋଟିଏ ଜିନିଷ ନେବା କିମ୍ବା ଦେବା
எடுத்துக்காட்டு :
ରମା ନିଜର ଫ୍ରିଜ୍ ବଦଳାଇ ଦେଲା
ஒத்த சொற்கள் : ବଦଳାଇବା
பிற மொழிகளில் மொழிபெயர்ப்பு :