பொருள் : ଗତି ହୀନ ଓ ପ୍ରାୟ ସ୍ୱୟଂ ନିଜ ଖାଦ୍ୟ ତିଆରି କରୁଥିବା ସଜୀବ
எடுத்துக்காட்டு :
ଜଙ୍ଗଲରେ ପ୍ରକାର ପ୍ରକାରର ଗଛଲତା ଦେଖାଯାଏ
பிற மொழிகளில் மொழிபெயர்ப்பு :
பொருள் : ଚେର, ମୂଳ, ଶାଖା ତଥା ପତ୍ର ଯୁକ୍ତ ବହୁ ବର୍ଷର ବନସ୍ପତି
எடுத்துக்காட்டு :
ଗଛ ମନୁଷ୍ୟମାନଙ୍କ ନିମନ୍ତେ ବହୁତ ଉପଯୋଗୀ
ஒத்த சொற்கள் : ଗଛ, ତରୁ, ତରୁବର, ଦ୍ରୁମ, ପଲ୍ଲବୀ, ପାଦପ, ବିଟପ, ବୃକ୍ଷ
பிற மொழிகளில் மொழிபெயர்ப்பு :
जड़, तने, शाखा तथा पत्तियों से युक्त बहुवर्षीय वनस्पति।
पेड़ मनुष्य के लिए बहुत ही उपयोगी हैं।A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.
treeபொருள் : ବିଶେଷକରି ଏକ କ୍ଷେତ୍ର ବା ସମୟରେ ହେଉଥିବା ସମସ୍ତ ଗଛବୃଛ
எடுத்துக்காட்டு :
ଚୀନ ଏବଂ ୟୁରୋପର ଗଛବୃଛରେ ଭିନ୍ନତା ଦେଖାଯାଏ
பிற மொழிகளில் மொழிபெயர்ப்பு :
All the plant life in a particular region or period.
Pleistocene vegetation.