பொருள் : ସମ୍ପୂର୍ଣ୍ଣ ରୂପେ ରହିବା ବା ବନ୍ଦ ହେବାର କାମ
எடுத்துக்காட்டு :
ବର୍ତ୍ତମାନ ଏହି ପରିଯୋଜନାକୁ ବନ୍ଦ କରିଦିଆଗଲା
ஒத்த சொற்கள் : ପୂର୍ଣ୍ଣବିରାମ
பிற மொழிகளில் மொழிபெயர்ப்பு :
पूरी तरह से ठहरने या रुकने की क्रिया।
अब इस परियोजना को पूर्णविराम दे दिया गया है।பொருள் : କାମ, ବିକାଶ, ମାର୍ଗଆଦିରେ ବାଧା ଠିଆ କରାଯିବା ବା ଆସୁଥିବା ବାଧା
எடுத்துக்காட்டு :
ମୋହନ ମୋର ସବୁ କାମରେ ବାଧା ଦେଇ ମୋତେ ହଇରାଣ କରୁଛି
ஒத்த சொற்கள் : ଅବରୋଧ, ନିରୋଧ, ବାଧା, ବିରୋଧ
பிற மொழிகளில் மொழிபெயர்ப்பு :
Any structure that makes progress difficult.
impediment, impedimenta, obstructer, obstruction, obstructorபொருள் : (କବାଟ, ଢାଙ୍କୁଣୀ ଆଦି) ଯାହା ଏଭଳି ସ୍ଥିତିରେ ଥାଏ ଯାହାଫଳରେ କୌଣସି ବସ୍ତୁ ଭିତରୁ ବାହାରକୁ ବା ବାହାରୁ ଭିତରକୁ ଯାଇପାରିବନାହିଁ
எடுத்துக்காட்டு :
ଛାତ୍ରବାସର ମୁଖ୍ୟ ଦ୍ୱାର ଆଠଟାରେ ବନ୍ଦ ହୋଇଯାଏ
பிற மொழிகளில் மொழிபெயர்ப்பு :