பொருள் : ପ୍ରାକୃତିକ ସମ୍ବନ୍ଧ ଥିବା ପ୍ରାଣୀ ବା ବନସ୍ପତି
எடுத்துக்காட்டு :
ଗୋଟିଏ ବର୍ଗରେ ଆସୁଥିବା ଜୀବଗଣଙ୍କ ମଧ୍ୟରେ କିଛି ସମାନତା ରହିଥାଏ
ஒத்த சொற்கள் : ଜୀବ ବର୍ଗୀକରଣାତ୍ମ୍କ ବର୍ଗ, ଟେକ୍ସୋନୋମିକ ଗ୍ରୁପ
பிற மொழிகளில் மொழிபெயர்ப்பு :
जंतु या वनस्पति वर्ग जिनमें प्राकृतिक संबंध हों।
एक वर्गिकी में आने वाले जीवों में कुछ समानताएँ होती हैं।பொருள் : ଶବ୍ଦଶାସ୍ତ୍ରର ଏକ ସ୍ଥାନରୁ ଉଚ୍ଚାରିତ ହେଉଥିବା ସ୍ପର୍ଶ ବ୍ୟଞ୍ଜନ ବର୍ଣ୍ଣସମୂହ
எடுத்துக்காட்டு :
ଓଡ଼ିଆ ବ୍ୟଞ୍ଜନ କବର୍ଗ, ଚବର୍ଗ, ଟବର୍ଗ ଆଦି ବର୍ଗଗୁଡ଼ିକରେ ବିଭାଜିତ
பிற மொழிகளில் மொழிபெயர்ப்பு :
शब्दशास्त्र में एक स्थान से उच्चारित होनेवाले स्पर्श व्यंजन वर्णों का समूह।
हिन्दी व्यंजन कवर्ग,चवर्ग,टवर्ग आदि वर्गों में विभाजित है।பொருள் : ସାମାନ୍ୟ ଧର୍ମ ଅଥବା ସ୍ୱରୂପଯୁକ୍ତ ପଦାର୍ଥଆଦିର ସମୂହ
எடுத்துக்காட்டு :
ଅର୍ଥର ଆଧାର ଉପରେ ଏହି ଶବ୍ଦଗୁଡ଼ିକୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି ଦରବୃଦ୍ଧି କାରଣରୁ ସବୁ ବର୍ଗର ଲୋକେ ହଇରାଣ ହୁଅନ୍ତି
ஒத்த சொற்கள் : ଶ୍ରେଣୀ, ସମୁଦାୟ, ସମୂହ
பிற மொழிகளில் மொழிபெயர்ப்பு :
A general concept that marks divisions or coordinations in a conceptual scheme.
categoryபொருள் : ଲୋକଙ୍କର ଏକ ଗୋଷ୍ଠୀ ଯାହା ଗୋଟିଏ ବିଶିଷ୍ଟ ସ୍ଥାନୀୟ କ୍ଷେତ୍ରରେ ଥାଏ
எடுத்துக்காட்டு :
ସମାଜ ସେବା ନିମନ୍ତେ ପ୍ରତ୍ୟେକ ସମାଜର ଲୋକଙ୍କୁ ଆଗକୁ ଆସିବା ଆବଶ୍ୟକ
ஒத்த சொற்கள் : ସମାଜ
பிற மொழிகளில் மொழிபெயர்ப்பு :
A group of people living in a particular local area.
The team is drawn from all parts of the community.பொருள் : ଯୋଗ୍ୟତା ଓ କର୍ତ୍ତବ୍ୟ ଆଦିର ବିଚାରରେ ହୋଇଥିବା ବିଭାଗ
எடுத்துக்காட்டு :
ଗାନ୍ଧିଜୀ ଜଣେ ଉଚ୍ଚ ଶ୍ରେଣୀର ନେତା ଥିଲେ
ஒத்த சொற்கள் : ଶ୍ରେଣୀ
பிற மொழிகளில் மொழிபெயர்ப்பு :
பொருள் : ଯେଊଁ ଆକୃତିରେ ଲମ୍ବ, ଚଉଡ଼ା ଓ ଚାରିକୋଣ ସମାନ ହୋଇଥାଏ
எடுத்துக்காட்டு :
ଏହା ପାଞ୍ଚ ସେଣ୍ଟିମିଟରର ବର୍ଗ
பிற மொழிகளில் மொழிபெயர்ப்பு :
பொருள் : କୌଣସି ଅଙ୍କ ବା ସଂଖ୍ୟାକୁ ସେହି ସଂଖ୍ୟା ସହିତ ଥରେ ଗୁଣନ କଲାପରେ ମିଳୁଥିବା ଗୁଣନଫଳ
எடுத்துக்காட்டு :
ସାତର ବର୍ଗ ଅଣଞ୍ଚାଶ
பிற மொழிகளில் மொழிபெயர்ப்பு :
The product of two equal terms.
Nine is the second power of three.பொருள் : (ଜୀବବିଜ୍ଞାନ)ଗୋଟିଏ ବର୍ଗୀକରଣାତ୍ମକ ସମୂହ ଯାହାର ବିଶିଷ୍ଟତାର ପ୍ରୟୋଗ ଅନ୍ୟତମ ଉଚ୍ଚବର୍ଗର (ଟେକସୋନ)ପାଇଁ କରାଯାଇଥାଏ
எடுத்துக்காட்டு :
କେଞ୍ଚୁଆ କେଉଁ ବର୍ଗରେ ଆସିଥାଏ ?
பிற மொழிகளில் மொழிபெயர்ப்பு :
(जीवविज्ञान) एक वर्गीकरणात्मक समूह जिसके विशिष्टताओं का प्रयोग अगले उससे ऊँचे वर्गिकी (टैक्सोन) के लिए किया जाता है।
केंचुआ किस वर्ग में आता है।(biology) the taxonomic group whose characteristics are used to define the next higher taxon.
type