பொருள் : ଜମିବା ବା ଜମାଇବାର କ୍ରିୟା ବା ଭାବ
எடுத்துக்காட்டு :
ଦହି ଭଲ ଭାବେ ବସିଛି କାନ୍ଥ ଉପରେ ଶିଉଳି ଜମା ହୋଇଛି
ஒத்த சொற்கள் : ଜମିବା
பிற மொழிகளில் மொழிபெயர்ப்பு :
பொருள் : ଭେଟିବା ଉଦ୍ଦେଶ୍ୟରେ କାହା ଘରକୁ ଯିବାର କାମ
எடுத்துக்காட்டு :
ଲୋକଙ୍କ ଘରେ ବସିବାରେ ପୂରାଦିନ ବିତିଗଲା
பிற மொழிகளில் மொழிபெயர்ப்பு :
The act of going to see some person or place or thing for a short time.
He dropped by for a visit.பொருள் : କେଉଁଠାକୁ ଯିବାପାଇଁ କୌଣସି ଜିନିଷ, ପଶୁ,ଆରୋହୀଆଦି ଉପରେ ବସିବା ବା ଅବସ୍ଥାନ କରିବା
எடுத்துக்காட்டு :
ରଜତ ବସ୍ରେ ଚଢ଼ିଲା
ஒத்த சொற்கள் : ଅବସ୍ଥାନ କରିବା, ଆରୋହଣ କରିବା, ଆସୀନ ହେବା, ଚଢ଼ିବା
பிற மொழிகளில் மொழிபெயர்ப்பு :
कहीं जाने के लिए किसी चीज, जानवर, सवारी आदि के ऊपर बैठना या स्थित होना।
रजत बस पर चढ़ा।பொருள் : ଏଭଳି ସ୍ଥିତି ଯେତେବେଳେ ନିତମ୍ବ ଗୋଡ଼ର ଆଶ୍ରୟ ଛାଡ଼ି ଅନ୍ୟ କୌଣସି ଆଧାର ଉପରେ ଥାଏ
எடுத்துக்காட்டு :
ଅତିଥି ବୈଠକଖାନାରେ ବସିଛନ୍ତି
ஒத்த சொற்கள் : ଆସନ ଗ୍ରହଣ କରିବା, ଆସୀନ ହେବା, ବିରାଜ କରିବା
பிற மொழிகளில் மொழிபெயர்ப்பு :
शरीर का नीचेवाला आधा भाग किसी आधार पर टिकाकर या रखकर पट्ठों के बल स्थित होना।
मेहमान बैठकखाने में बैठे हैं।பொருள் : (ଭଲ ଭାବରେ) ସ୍ଥିର ହେବା ବା ଏକ ସ୍ଥିତିରେ ହେବା
எடுத்துக்காட்டு :
ଟାଇଲ ଏବେ ଚଟାଣ ଉପରେ ବସିଗଲା
ஒத்த சொற்கள் : ଜମିବା
பிற மொழிகளில் மொழிபெயர்ப்பு :
Settle into a position, usually on a surface or ground.
Dust settled on the roofs.பொருள் : ଗୋଟିଏ ପଦାର୍ଥ ଅନ୍ୟ ପଦାର୍ଥ ଉପରେ ଦୃଢ଼ପୂର୍ବକ ବସିଯିବା
எடுத்துக்காட்டு :
ଛାତ ସିଢ଼ିରେ ଶିଉଳି ଜମିଛି
ஒத்த சொற்கள் : ଜମିବା
பிற மொழிகளில் மொழிபெயர்ப்பு :
Settle into a position, usually on a surface or ground.
Dust settled on the roofs.