பொருள் : ନାଭି ତଳେ ଥିବା ଯେଉଁ ଭିତର ଅଂଶରେ ମୂତ୍ର ସଂଚିତ ହୋଇ ରହେ
எடுத்துக்காட்டு :
ବେଳେ ବେଳେ ମୂତ୍ରାଶୟରେ ପଥର ରୋଗ ହୋଇଥାଏ
ஒத்த சொற்கள் : ମୂତ୍ରାଶୟ
பிற மொழிகளில் மொழிபெயர்ப்பு :
A membranous sac for temporary retention of urine.
urinary bladderபொருள் : କୌଣସି ନଗର କିମ୍ବା ଦେଶଆଦିରେ ବାସକରୁଥିବା ମନୁଷ୍ୟମାନଙ୍କର ମୋଟ ସଂଖ୍ୟା
எடுத்துக்காட்டு :
ଭାରତର ଜନସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି
ஒத்த சொற்கள் : ଆବାଦି, ଜନସଂଖ୍ୟା, ପଡ଼ା
பிற மொழிகளில் மொழிபெயர்ப்பு :
किसी नगर या देश आदि में बसनेवाले मनुष्यों की कुल संख्या।
भारत की जनसंख्या तेज़ी से बढ़ रही है।The people who inhabit a territory or state.
The population seemed to be well fed and clothed.பொருள் : ଯେଉଁ ସ୍ଥାନରେ କିଛି ଲୋକ ଘର ତିଆରିକରି ରହିଥାଆନ୍ତି
எடுத்துக்காட்டு :
ଗଣେଶ ପୂଜାପାଇଁ ସାରା ବସ୍ତିର ଲୋକ ଏକାଠି ହୋଇଛନ୍ତି
ஒத்த சொற்கள் : କଲୋନୀ
பிற மொழிகளில் மொழிபெயர்ப்பு :
An area where a group of families live together.
settlement