பொருள் : ଆୟ ବ୍ୟୟଆଦିର ହିସାବ ଲେଖାଯାଉଥିବା ପୁସ୍ତକ
எடுத்துக்காட்டு :
ସେ ହିସାବଖାତା ଖୋଲି ଆୟ ବ୍ୟୟର ବିବରଣ ଦେଖୁଛି
ஒத்த சொற்கள் : ବହିଖାତା, ଲେଖାବହି, ହିସାବ ବହି, ହିସାବଖାତା
பிற மொழிகளில் மொழிபெயர்ப்பு :
A record in which commercial accounts are recorded.
They got a subpoena to examine our books.பொருள் : ଲେଖା ହୋଇଥିବା ବା ଛପା ହୋଇଥିବା ବହୁତ ପୃଷ୍ଠା ବିଶିଷ୍ଟ ବସ୍ତୁ ଯାହାକୁ ଅନ୍ୟଜଣେ ପଢ଼ିବାପାଇଁ ବିଚାର, ବିବେଚନଆଦି ଆବଶ୍ୟକ
எடுத்துக்காட்டு :
ଭଲ ବହି ପଢ଼ିଲେ ଜ୍ଞାନ ବଢ଼େ
ஒத்த சொற்கள் : ପୁସ୍ତକ
பிற மொழிகளில் மொழிபெயர்ப்பு :
A written work or composition that has been published (printed on pages bound together).
I am reading a good book on economics.