பொருள் : ଯେ ବହୁତ ଭଲ କହେ ବା ଯେ କୌଣସି ଭାଷରେ ଜ୍ଞାନୀ
எடுத்துக்காட்டு :
ପଣ୍ଡିତ ମହେଶଚନ୍ଦ୍ରଙ୍କ ପାଣ୍ଡିତ୍ୟଯୋଗୁଁ ହିଁ ତାଙ୍କୁ ବାଗ୍ମୀ କୁହାଯାଏ
ஒத்த சொற்கள் : ବାଗୀଶ, ବାଗୀଶ୍ୱର, ବାଗ୍ମୀ, ବାଗ୍ବିଶାରଦ
பிற மொழிகளில் மொழிபெயர்ப்பு :
பொருள் : କଥା କହିବାରେ ଚତୁର
எடுத்துக்காட்டு :
ବାକ୍ପଟୁ ରମେଶ ନିଜ କଥାରେ ସମସ୍ତଙ୍କୁ ପ୍ରଭାବିତ କରି ଦିଏ
ஒத்த சொற்கள் : କଥାକୁହାଳିଆ, କୁହାଳିଆ
பிற மொழிகளில் மொழிபெயர்ப்பு :
Expressing yourself readily, clearly, effectively.
Able to dazzle with his facile tongue.