பொருள் : ଜୁଆଖେଳରେ ଜୁଆଡ଼ିମାନଙ୍କଦ୍ୱାରା ବାଜିରେ ଲଗାଯାଇଥିବା ମୋଟ ଧନ
எடுத்துக்காட்டு :
ବାଜି ଜିତିବାକୁ ଯାଉଥିବା ଜୁଆଡ଼ି ଅତି ପ୍ରସନ୍ନ ଥିଲା
பிற மொழிகளில் மொழிபெயர்ப்பு :
பொருள் : କୌଣସି ବିଷୟ ଠିକ୍ ହେବା ସମ୍ବନ୍ଧରେ ଦୃଢ଼ତା ପୂର୍ବକ କିଛି କହିବାର ସେହି ଶୈଳୀ ଯେଉଁଥିରେ ସତ୍ୟ ବା ଅସତ୍ୟ ପ୍ରମାଣ ହେବାପରେ ହାରିବା ଜିତିବା ତଥା କିଛି ନେବା ଦେବା ମଧ୍ୟ ହୁଏ
எடுத்துக்காட்டு :
ରାହୁଲ ସର୍ତ୍ତ ଜିତିଗଲା
ஒத்த சொற்கள் : ସର୍ତ୍ତ
பிற மொழிகளில் மொழிபெயர்ப்பு :
பொருள் : ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଏଭଳି ପୂରା ଖେଳ ଯେଉଁଥିରେ ହାର ଜିତଥାଏ ବା ବାଜି ଲଗାଯାଏ
எடுத்துக்காட்டு :
ଶ୍ୟାମ ହାରୁ ହାରୁ ଅନ୍ତିମ ସମୟରେ ବାଜି ଜିତି ଗଲା
பிற மொழிகளில் மொழிபெயர்ப்பு :
பொருள் : ବାଜି ଲଗାଇ ଖେଳାଯାଉଥିବା ହାରଜିତର ଖେଳ
எடுத்துக்காட்டு :
ପାଣ୍ଡବମାନେ ଦୌପଦୀଙ୍କୁ ଜୁଆରେ ହାରିଗଲେ
ஒத்த சொற்கள் : ଜୁଆ
பிற மொழிகளில் மொழிபெயர்ப்பு :
பொருள் : ପଶା, ଜୁଆଆଦି ଖେଳଗୁଡ଼ିକ ସମୟରେ ହାର ଜିତ ପାଇଁ ଖେଳାଳୀ ସାମନାରେ ରଖାଯାଉଥିବା ଧନ, ବସ୍ତୁଆଦି
எடுத்துக்காட்டு :
ଯୁଧିଷ୍ଠିର ପଶା ଖେଳରେ ଦୌପଦୀଙ୍କୁ ବାଜି ଲଗାଇଥିଲେ
ஒத்த சொற்கள் : ପଣ
பிற மொழிகளில் மொழிபெயர்ப்பு :