பொருள் : ରାମଙ୍କ ପୂର୍ବଜ ଥିବା ଇକ୍ଷ୍ବାକୁ ବଂଶର ଜଣେ ରାଜା
எடுத்துக்காட்டு :
ବାଣ ବିକୁକ୍ଷିଙ୍କ ପୁତ୍ର ଥିଲେ
பிற மொழிகளில் மொழிபெயர்ப்பு :
An imaginary being of myth or fable.
mythical beingபொருள் : ନିଶ୍ଚିତ ବା ସ୍ଥିର କରାଯାଇଥିବା ମୂଲ୍ୟରେ ଯେଉଁ ଜିନିଷ ବିକ୍ରି କରାଯାଏ
எடுத்துக்காட்டு :
ଆଜିକାଲି ଆଳୁ ଦର ବହୁତ ବିଢ଼ିଯାଇଛି
ஒத்த சொற்கள் : ଦର, ଦାମ, ଭାଉ, ମୂଲ୍ୟ
பிற மொழிகளில் மொழிபெயர்ப்பு :
Amount of a charge or payment relative to some basis.
A 10-minute phone call at that rate would cost $5.பொருள் : ବାରୁଦ, ଗନ୍ଧକ, ଏକ ପ୍ରକାର କ୍ଷାର ଆଦି ମିଶ୍ରଣରେ ତିଆରି ହେଉଥିବା ଚକ୍ର, ଅନାର, ଫୋଟକା ଯାହାକୁ ଜଳେଇଲା ପରେ ରଙ୍ଗବେରଙ୍ଗ ନିଆଁ ବାହାରେ ଓ ଶବ୍ଦ ମଧ୍ୟ ହୁଏ
எடுத்துக்காட்டு :
ଆମେ ଦିପାବଳୀ ଦିନ ବାଣ ଫୁଟାଉ
பிற மொழிகளில் மொழிபெயர்ப்பு :
Firework consisting of a small explosive charge and fuse in a heavy paper casing.
banger, cracker, firecrackerபொருள் : ଯେଉଁ ବାଣ ଫୁଟିଲେ ବହୁତ ଜୋରରେ ଶବ୍ଦ ହୁଏ
எடுத்துக்காட்டு :
ଦୀପାବଳୀରେ ଅନେକ ବାଣ ଫୁଟାଗଲା
பிற மொழிகளில் மொழிபெயர்ப்பு :
Firework consisting of a small explosive charge and fuse in a heavy paper casing.
banger, cracker, firecrackerபொருள் : କୌଣସି ବସ୍ତୁ କିଣାବିକା ବେଳେ ତା’ ବଦଳରେ ଦିଆଯାଉଥିବା ଧନ
எடுத்துக்காட்டு :
ଏହି କାର୍ର ଦାମ୍ କେତେ ?
ஒத்த சொற்கள் : ଦର, ଦାମ୍, ଭାଉ, ମୂଲ୍, ମୂଲ୍ୟ
பிற மொழிகளில் மொழிபெயர்ப்பு :
The property of having material worth (often indicated by the amount of money something would bring if sold).
The fluctuating monetary value of gold and silver.பொருள் : ଧାତୁଆଦିରେ ବନା ହୋଇଥିବା ଏକ ପତଳା ଲମ୍ବା ହତିଆର ଯାହା ଧନୁଦ୍ୱାରା ଚଳାଯାଇଥାଏ
எடுத்துக்காட்டு :
ବାଣ ବାଜିବାରୁ ପକ୍ଷୀଟି ଛଟପଟ ହେବାକୁ ଲାଗିଲା
ஒத்த சொற்கள் : ତୀର, ବିଶିଖ, ଶର, ଶାୟକ
பிற மொழிகளில் மொழிபெயர்ப்பு :
धातु आदि का बना वह पतला लम्बा हथियार जो धनुष द्वारा चलाया जाता है।
बाण लगते ही पक्षी तड़फड़ाने लगा।A projectile with a straight thin shaft and an arrowhead on one end and stabilizing vanes on the other. Intended to be shot from a bow.
arrow