பொருள் : ଯେଉଁ ବାୟୁ ପୃଥିବୀକୁ ଚାରିଆଡ଼ୁ ଘେରିରହିଛି
எடுத்துக்காட்டு :
ଆମକୁ ବାୟୁମଣ୍ଡଳ ଦୂଷିତ ହେବାରୁ ରକ୍ଷା କରିବାକୁ ପଡ଼ିବ
ஒத்த சொற்கள் : ବାୟୁମଣ୍ଡଳ
பிற மொழிகளில் மொழிபெயர்ப்பு :
The mass of air surrounding the Earth.
There was great heat as the comet entered the atmosphere.பொருள் : କୌଣସି ଘଟଣା କାର୍ଯ୍ୟ, ଜୀବଆଦିଙ୍କ ଆଖ ପାଖ ବା ଚାରିଦିଗରେ ବାସ୍ତବିକ ବା ତର୍କସଂଗତ ସ୍ଥିତି ବା ଅବସ୍ଥା
எடுத்துக்காட்டு :
ସାମ୍ପ୍ରଦାୟିକ ଦଙ୍ଗା କାରଣରୁ ଏଠାକାର ପରିସ୍ଥିତି ଦିନକୁ ଦିନ ଖରାପ ହୋଇଯାଉଛି
ஒத்த சொற்கள் : ପରିବେଶ, ପରିସ୍ଥିତି
பிற மொழிகளில் மொழிபெயர்ப்பு :
The state of the environment in which a situation exists.
You can't do that in a university setting.