பொருள் : କୌଣସି ନୂଆ ବସ୍ତୁ ତିଆରି କରିବା ବା ନୂଆ କଥା ଖୋଜି ବାହାରକରିବା
எடுத்துக்காட்டு :
ଟାଟା କାରର ଚାରିଟା ନୂଆ ମଡ଼େଲ ବାହାରିଛି
ஒத்த சொற்கள் : ଆବିଷ୍କାର କରିବା
பிற மொழிகளில் மொழிபெயர்ப்பு :
कोई नई वस्तु तैयार होना या नई बात का पता चलना।
टाटा से कार के चार नए मॉडल निकले हैं।Make something new, such as a product or a mental or artistic creation.
Her company developed a new kind of building material that withstands all kinds of weather.பொருள் : ଅଲଗା ବା ପୃଥକ କରିବା
எடுத்துக்காட்டு :
ସୀତା ଚାଉଳରେ ମିଶି ଯାଇଥିବା ଡାଲିକୁ ଅଲଗା କରୁଛି ସେ ବଡ଼ ବଡ଼ ମାଛ ଅଲଗା କରୁଛି
ஒத்த சொற்கள் : ଅଲଗା କରିବା, ବାଛିବା
பிற மொழிகளில் மொழிபெயர்ப்பு :
பொருள் : ଏଭଳି କୌଣସି ବସ୍ତୁ ତିଆରି କରିବା କିମ୍ବା ନୂଆ କଥା ବାହାର କରିବା ଯାହା କେହି ପ୍ରଥମେ ଜାଣି ନଥାନ୍ତି
எடுத்துக்காட்டு :
ଏଡିସନ୍ ବିଜୁଳୀ ଆବିଷ୍କାର କରିଥିଲେ
ஒத்த சொற்கள் : ଆବିଷ୍କାର କରିବା, ଉଦ୍ଭାବନ କରିବା, ଖୋଜି ବାହାର କରିବା
பிற மொழிகளில் மொழிபெயர்ப்பு :
कोई ऐसी नयी वस्तु तैयार करना या नई बात ढूँढ़ निकालना जो पहले किसी को मालूम न रही हो।
एडीसन ने बिजली का आविष्कार किया।பொருள் : କୌଣସି ବାସନ ଭିତରୁ କିଛି ଜିନିଷଆଦି ବାହାର କରିବା
எடுத்துக்காட்டு :
ମନିଶ ଛୋଟ ଡେକଚିରୁ ଭାତ ବାହାରକଲା
ஒத்த சொற்கள் : କାଢ଼ିବା
பிற மொழிகளில் மொழிபெயர்ப்பு :
பொருள் : ଭିତରେ ପଶିଥିବା ଜିନିଷକୁ ବାହାର କରିବା
எடுத்துக்காட்டு :
ବାରିକ ପାଦର କଣ୍ଟାକୁ ବାହାରକଲା
பிற மொழிகளில் மொழிபெயர்ப்பு :
பொருள் : କଥାବସ୍ତୁଆଦି ଆରମ୍ଭ କରିବା
எடுத்துக்காட்டு :
ସେ କଥାକଥାରେ ମନୋଜର ବାହାଘର କଥା ଉଠାଇଲା ମନ୍ତ୍ରୀମହୋଦୟ ସଦନର ବୈଠକରେ ଘୋଟାଲାର ମାମଲା ଉଠାଇଲେ
ஒத்த சொற்கள் : ଆରମ୍ଭ କରିବା, ଉଠାଇବା
பிற மொழிகளில் மொழிபெயர்ப்பு :
Take the first step or steps in carrying out an action.
We began working at dawn.பொருள் : ନିସ୍ତାର ବା ଉଦ୍ଧାର କରିବା
எடுத்துக்காட்டு :
ସେ ମୋତେ ଏହି ବିପଦରୁ ଉଦ୍ଧାର କଲା
ஒத்த சொற்கள் : ଉତ୍ତାରିବା, ଉଦ୍ଧାର କରିବା
பிற மொழிகளில் மொழிபெயர்ப்பு :
பொருள் : ଜାରି କରିବା ବା ପ୍ରଚଳନ କରିବା
எடுத்துக்காட்டு :
ସରକାର ନୂଆ ଡାକଟିକଟ ପ୍ରଚଳନ କଲେ
ஒத்த சொற்கள் : ଜାରି କରିବା, ପ୍ରଚଳନ କରିବା
பிற மொழிகளில் மொழிபெயர்ப்பு :
जारी करना या उपलब्ध कराना।
सरकार ने नया डाक टिकट निकाला है।பொருள் : ଖୋଜିକରି ଆଗରେ ରଖିବା
எடுத்துக்காட்டு :
ପୋଲିସ ଚୋର ଘରୁ ଚୋରି ମାଲ ବାହାରକଲେ
ஒத்த சொற்கள் : ଜବତ କରିବା
பிற மொழிகளில் மொழிபெயர்ப்பு :
ढूँढ़कर सामने रखना।
पुलिस ने चोर के घर से चोरी के माल निकाले।பொருள் : ରେଖା ପରି ସିଧାରେ ଦୂର ପର୍ଯ୍ୟନ୍ତ ଯାଇଥିବା ବସ୍ତୁର ନିର୍ମାଣ କରିବା
எடுத்துக்காட்டு :
ସରକାର ଏହି ବନ୍ଧରୁ ଆଉ ଏକ କେନାଲ ବାହାର କଲେ
பிற மொழிகளில் மொழிபெயர்ப்பு :
रेखा के समान दूर तक जाने वाली वस्तु का निर्माण करना।
सरकार ने इस बाँध से एक और नई नहर निकाली।