பொருள் : ବିକ୍ରିପାଇଁ ଥିବା ମାଲ ବା ଆଉ କିଛି ବିଷୟର ସୂଚନା ଯାହା ସମସ୍ତଙ୍କୁ ବିଶେଷତଃ ପତ୍ର, ରେଡିଓ, ଏବଂ ଦୂରଦର୍ଶନଆଦି ମାଧ୍ୟମରେ ସୂଚାଇ ଦିଆଯାଏ
எடுத்துக்காட்டு :
ଆଜିର ଖବର କାଗଜ ବିଜ୍ଞାପନରେ ଭର୍ତ୍ତି
ஒத்த சொற்கள் : ଇସ୍ତାହାର, ବିଜ୍ଞପ୍ତି
பிற மொழிகளில் மொழிபெயர்ப்பு :
A public promotion of some product or service.
ad, advert, advertisement, advertising, advertizement, advertizingபொருள் : କୌଣସି ବିଷୟ, ମତ ବା କଥାକୁ ବହୁତ ଲୋକମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବା କ୍ରିୟା
எடுத்துக்காட்டு :
କମ୍ପାନୀଗୁଡ଼ିକ ଟିଭିଆଦି ମାଧ୍ୟମରେ ନିଜର ଉତ୍ପାଦନର ପ୍ରଚାର କରନ୍ତି
ஒத்த சொற்கள் : ପ୍ରଚାର
பிற மொழிகளில் மொழிபெயர்ப்பு :
A public promotion of some product or service.
ad, advert, advertisement, advertising, advertizement, advertizingபொருள் : କାନ୍ଥଆଦିରେ ଲଗାଯାଇଥିବା ସୂଚନା ପତ୍ର ଯାହାଦ୍ୱାରା କୌଣସି ବିଷୟ ଲୋକମାନଙ୍କୁ ବତାଯାଏ
எடுத்துக்காட்டு :
ଏହି ଫିଲ୍ମର ବିଜ୍ଞାପନ ଗଳିଗଳିରେ ଲଗାଯାଇଛି
ஒத்த சொற்கள் : ସୂଚନାପତ୍ର ପୋଷ୍ଟର
பிற மொழிகளில் மொழிபெயர்ப்பு :