பொருள் : ଶତ୍ରୁହେବାର ଅବସ୍ଥା ବା ଭାବ
எடுத்துக்காட்டு :
ନିଜନିଜ ଭିତରେ ଶତ୍ରୁତାକୁ ଦୂରକରିବା ହିଁ ଭଲ
ஒத்த சொற்கள் : ଅରିତ୍ୱ, ବିରୋଧ, ବୈର, ମନୋମାଳିନ୍ୟ, ଶତ୍ରୁତା
பிற மொழிகளில் மொழிபெயர்ப்பு :
दुश्मन या शत्रु होने की अवस्था या भाव।
आपसी दुश्मनी को दूर करने में ही भलाई है।பொருள் : କଷ୍ଟ ବା କ୍ଷତି କରୁଥିବା କିମ୍ବା ଅନୁଚିତ କାମ କରୁଥିବା ବ୍ୟକ୍ତି ପ୍ରତି ହେଉଥିବା ଚିତ୍ତର ଉଗ୍ରଭାବ
எடுத்துக்காட்டு :
କ୍ରୋଧରେ ଉନ୍ମତ୍ତ ବ୍ୟକ୍ତି କିଛି ବି କରିପାରେ
ஒத்த சொற்கள் : ଅକଶ, ଅସୂୟା, ଆକ୍ରୋଶ, କୋପ, କ୍ରୋଧ, କ୍ଷୋଭ, ଦାଉ, ପ୍ରତିହିଂସା, ରାଗ, ରୋଷ
பிற மொழிகளில் மொழிபெயர்ப்பு :
चित्त का वह उग्र भाव जो कष्ट या हानि पहुँचाने वाले अथवा अनुचित काम करने वाले के प्रति होता है।
क्रोध से उन्मत्त व्यक्ति कुछ भी कर सकता है।