பொருள் : ସ୍ଥିର କରାଯାଇଥିବା ନିୟମ ଓ ବିଧାନ, ଯାହାର ପାଳନ ସମସ୍ତଙ୍କପାଇଁ ଆବଶ୍ୟକ ଓ ଅନିବାର୍ଯ୍ୟ ଏବଂ ଯାହାର ଉଂଲଘନ କଲେ ମନୁଷ୍ୟ ଦଣ୍ଡିତ ହୁଏ ବା ହୋଇପାରେ
எடுத்துக்காட்டு :
ନିୟମ ବିପରୀତ କୌଣସି ବି କାର୍ଯ୍ୟ ଆପଣଙ୍କୁ ସଙ୍କଟରେ ପକାଇପାରେ
ஒத்த சொற்கள் : ଆଇନ, କାନୁନ, ନିୟମ, ବିଧି
பிற மொழிகளில் மொழிபெயர்ப்பு :
Legal document setting forth rules governing a particular kind of activity.
There is a law against kidnapping.பொருள் : ସେହି ବିଧାନ ଯାହା ଦଇବଦ୍ୱାରା ନିର୍ଣ୍ଣୟ କରାଯାଇଛି ଏବଂ ଯାହା ଅଟଳ ବୋଲି ଲୋକେ ମାନନ୍ତି
எடுத்துக்காட்டு :
ସତୀ ସାବିତ୍ରୀ ନିଜ ସତୀତ୍ୱ ବଳରେ ଦଇବ ବିଧାନକୁ ଟାଳି ନିଜ ପତିଙ୍କୁ ଜୀବିତ କରିପାରିଥିଲେ
ஒத்த சொற்கள் : ଦଇବ ନିୟମ, ଦଇବ ବିଧାନ, ଦୈବି ନିୟମ, ଦୈବୀ ବିଧାନ
பிற மொழிகளில் மொழிபெயர்ப்பு :
वह विधान जो दैव द्वारा नियत किया हुआ माना जाता है और अटल होता है।
सती सावित्री ने अपने सतीत्व के बल पर दैवी विधान को टाल कर अपने पति को जीवित कर लिया।A law that is believed to come directly from God.
divine lawபொருள் : କୌଣସି କାର୍ଯ୍ୟପାଇଁ ଧନ ଆଦି ସଂଗ୍ରହ କରାଯାଉଥିବା ବ୍ୟବସ୍ଥା
எடுத்துக்காட்டு :
ଏହି କାର୍ଯ୍ୟକ୍ରମର ବିଧାନ ବର୍ଷକ ପୂର୍ବରୁ ହିଁ କରାଯାଇଥିଲା
பிற மொழிகளில் மொழிபெயர்ப்பு :
பொருள் : କାମ କରିବାର ରୀତି ବା ପ୍ରଣାଳୀ
எடுத்துக்காட்டு :
ସଂସାରରେ ସବୁ କିଛି ବିଧିର ବିଧାନ ଅନୁସାରେ ଚାଲିଛି
பிற மொழிகளில் மொழிபெயர்ப்பு :
A way of doing something, especially a systematic way. Implies an orderly logical arrangement (usually in steps).
method