பொருள் : କୌଣସି ବସ୍ତୁଉପରେ ହୋଇଥିବା ଛୋଟ ଗୋଲ ଚିହ୍ନ
எடுத்துக்காட்டு :
ଏହି ଲୁଗା ଉପରେ ରଙ୍ଗୀନ ବିନ୍ଦୁଗୁଡ଼ିକ ଭଲ ଲାଗୁଛି
பிற மொழிகளில் மொழிபெயர்ப்பு :
किसी वस्तु पर बना या पड़ा हुआ छोटा गोल चिन्ह।
इस कपड़े पर की रंगीन बुँदकियाँ अच्छी लग रही हैं।பொருள் : (ରେଖାଗଣିତରେ ଅଙ୍କିତ କରାଯାଇଥିବା) ଏକ ଛୋଟ ଗୋଲ ଦାଗ ଯାହା କୌଣସି ସ୍ଥାନକୁ ନିର୍ଦ୍ଦେଶ କରୁଥିଲେ ହେଁ ସେଥିରେ ଲମ୍ବ ଓ ଓସାର ସମ୍ପର୍କିତ ମାପର ଗୁରୁତ୍ୱ ନଥାଏ ଏବଂ ତାହାର ବିଭାଗ କରିହୁଏନାହିଁ
எடுத்துக்காட்டு :
ପିଲାଟି ବିନ୍ଦୁଗୁଡ଼ିକୁ ଯୋଡ଼ି ଏକ ହାତୀର ଚିତ୍ର ବନେଇଦେଲା
ஒத்த சொற்கள் : ବିଂଦୁ
பிற மொழிகளில் மொழிபெயர்ப்பு :
रेखागणित में, वह छोटा गोल धब्बा जो किसी स्थान का निर्देश तो करता है पर न तो उसमें लम्बाई, चौड़ाई का होना माना जाता है और न जिसका विभाग हो सकता है।
बच्चे ने खेल-खेल में बिंदुओं को मिलाकर हाथी का चित्र बना दिया।A geometric element that has position but no extension.
A point is defined by its coordinates.பொருள் : ପାର୍ଶୀ ଲିପିରେ ବର୍ଣ୍ଣଗୁଡ଼ିକର ଉପରେ ବା ତଳେ ଲାଗୁଥିବା ବିନ୍ଦୁ
எடுத்துக்காட்டு :
ନୁକ୍ତା ଗୋଟିଏ,ଦୁଇଟି ବା ତିନୋଟି ହୋଇପାରେ
ஒத்த சொற்கள் : ନୁକ୍ତା
பிற மொழிகளில் மொழிபெயர்ப்பு :