பொருள் : ଲୋକ ବା ବସ୍ତୁମାନଙ୍କର ବ୍ୟବସ୍ଥା ବା କ୍ରମ ଯାହା ଗୋଟିଏ ଏକକ ରୂପରେ ଅଛି
எடுத்துக்காட்டு :
ସୁରକ୍ଷାତ୍ମକ ବିନ୍ୟାସର ଭେଦ ପାଇବା ସହଜ ନୁହେଁ
ஒத்த சொற்கள் : ଗଠନ, ନିର୍ମାଣ, ପ୍ରଣୟନ, ରଚନା
பிற மொழிகளில் மொழிபெயர்ப்பு :
An arrangement of people or things acting as a unit.
A defensive formation.பொருள் : କୌଣସି ଜିନିଷର ଯଥାସ୍ଥାନ ବା ଠିକ କ୍ରମରେ ରହିବାର ଅବସ୍ଥା
எடுத்துக்காட்டு :
ମେଜଉପରେ ରଖା ହୋଇଥିବା ପୁଷ୍ପଗୁଚ୍ଛର ପୁଷ୍ପ ବିନ୍ୟାସ ବହୁତ ସୁନ୍ଦର