பொருள் : କେତେକ ଦେଶର କ୍ଷେତ୍ରୀୟ ଓ ପ୍ରଶାସନିକ ବିଭାଗ
எடுத்துக்காட்டு :
ସେ ଫ୍ରାନ୍ସର ବିଭାଗ ବିଷୟରେ କହୁଥିଲେ
ஒத்த சொற்கள் : ଡିପାର୍ଟମେଂଟ, ଡିପାର୍ଟମେଣ୍ଟ
பிற மொழிகளில் மொழிபெயர்ப்பு :
कुछ देशों का क्षेत्रीय और प्रशासनिक विभाग।
वह फ्रांस के विभाग के बारे में बता रहा है।The territorial and administrative division of some countries (such as France).
departmentபொருள் : କିଛି ସାମାନ୍ୟ କର୍ମରେ ମିଶିବା ବା ମିଳିତ ହୋଇକିଛି କାମକରିବା ଅବା ମିଳିତ ସହଯୋଗରେ ବ୍ୟକ୍ତି ବା ସମୂହ
எடுத்துக்காட்டு :
ଏହି ବିଦ୍ୟାଳୟର ପ୍ରଶାସନିକ ବିଭାଗ ପ୍ରତ୍ୟେକ ସପ୍ତାହରେ ସଭା କରିଥାନ୍ତି
பிற மொழிகளில் மொழிபெயர்ப்பு :
व्यक्तियों का वह समूह जो कुछ सामान्य कर्म से जुड़ा हो या एक साथ कोई काम करता हो और एक इकाई के रूप में माना जाता हो।
इस विद्यालय के प्रशासनिक निकाय की हर हप्ते एक संगोष्ठी होती है।A group of persons associated by some common tie or occupation and regarded as an entity.
The whole body filed out of the auditorium.பொருள் : ସୁବିଧା ବା ସୁବ୍ୟବସ୍ଥାପାଇଁ କାର୍ଯ୍ୟର ଅଲଗା ହୋଇଥିବା କ୍ଷେତ୍ର
எடுத்துக்காட்டு :
ଆପଣ ଆଇ.ଆଇ.ଟିର କେଉଁ ବିଭାଗରେ କାମ କରୁଛନ୍ତି
பிற மொழிகளில் மொழிபெயர்ப்பு :
A specialized division of a large organization.
You'll find it in the hardware department.பொருள் : କୌଣସି ସଂଖ୍ୟାକୁ ଦ୍ୱିତୀୟ ସଂଖ୍ୟା ଦ୍ୱାରା ଭାଗ କରିବା କାମ
எடுத்துக்காட்டு :
ଆଜି ଶ୍ରେଣୀରେ ଗଣିତର ଭାଗକ୍ରିୟା ଶିଖାଯିବ
ஒத்த சொற்கள் : ବିଭାଜନ, ଭାଗ, ଭାଗ କାର୍ଯ୍ୟ, ଭାଗକର୍ମ, ଭାଗକ୍ରିୟା, ହରଣ, ହରିବା, ହରିବା କାମ, ହରିବା କାର୍ଯ୍ୟ
பிற மொழிகளில் மொழிபெயர்ப்பு :
An arithmetic operation that is the inverse of multiplication. The quotient of two numbers is computed.
divisionபொருள் : ଅଙ୍ଗ ବା ଅବୟବରୁ କୌଣସି ଗୋଟିଏ ଯାହାକୁ ଯୋଗକଲେ କୌଣସି ଜିନିଷ ତିଆରି ହୁଏ
எடுத்துக்காட்டு :
ଏହି ଯନ୍ତ୍ରର ସବୁ ଅଂଶ ଗୋଟିଏ କାରଖାନାରେ ତିଆରି ହୋଇଛି ଏହାର ଆର ପାଦରେ ଆମେମାନେ ଆପଣମାନଙ୍କୁ ଏକ ନାଟକ ଦେଖାଇବୁ
ஒத்த சொற்கள் : ଅଂଶ, ଖଣ୍ଡ, ଖଣ୍ଡିତାଂଶ, ଚରଣ, ପାଦ, ଭାଗ
பிற மொழிகளில் மொழிபெயர்ப்பு :
Something determined in relation to something that includes it.
He wanted to feel a part of something bigger than himself.பொருள் : କୌଣସି ବିଦ୍ୟାଳୟରେ ଶିକ୍ଷକ ଏବଂ ପ୍ରଶାସନିକ କାର୍ଯ୍ୟକୁ ଦେଖାରଖା କରୁଥିବା କର୍ମଚାରୀ ଓ ଅଧିକାରୀଙ୍କ ସମୂହ
எடுத்துக்காட்டு :
ଆଜି ଆମରି ବିଦ୍ୟାଳୟରେ ବିଭାଗର ଗୋଟିଏ ସଭା ହେବ
ஒத்த சொற்கள் : ଫ୍ୟାକଲଟି
பிற மொழிகளில் மொழிபெயர்ப்பு :
பொருள் : କାର୍ଯ୍ୟର ସୁବିଧା ବା ପ୍ରବନ୍ଧ ନିମନ୍ତେ ସ୍ବତନ୍ତ୍ର ଭାବେ ଗଠିତ ପ୍ରଶାସନିକ ବିଭାଗ
எடுத்துக்காட்டு :
ରମଣ ଗଣିତ ବିଭାଗରେ କାର୍ଯ୍ୟରତ
பிற மொழிகளில் மொழிபெயர்ப்பு :
An administrative unit in government or business.
division