பொருள் : କ୍ରୋଧିତ ବା କ୍ଷୁଣ୍ଣହୋଇ କହିବା
எடுத்துக்காட்டு :
କାର୍ଯ୍ୟାଳୟରେ ଜଣେ କର୍ମଚାରୀଙ୍କୁ ନପାଇ ଅଧିକାରୀ ବିରକ୍ତହେଲେ
ஒத்த சொற்கள் : ଅସନ୍ତୁଷ୍ଟହେବା, ଚିଡ଼ିଯିବା, ବିଗିଡ଼ିବା, ରାଗିଯିବା
பிற மொழிகளில் மொழிபெயர்ப்பு :
பொருள் : କାହାକୁ ହଇରାଣ କରିବା
எடுத்துக்காட்டு :
କୃଷ୍ଣ ଗୋପୀମାନଙ୍କୁ ବିରକ୍ତ କରାଉଥିଲେ
ஒத்த சொற்கள் : ଚିଡ଼ାଇବା, ହାସ୍ୟ ରସ କରିବା
பிற மொழிகளில் மொழிபெயர்ப்பு :