பொருள் : ଭିତରେ ଭର୍ତ୍ତିହୋଇଥିବା ନିଆଁ ବା ଗରମର ଫୁଟି ଉଠିବା କାରଣରୁ ବାହାରକୁ ଆସିବାର କ୍ରିୟା
எடுத்துக்காட்டு :
ଆଗ୍ନେୟଗିରିର ବିସ୍ଫୋରଣରେ ବହୁତ କ୍ଷତି ହେଲା
ஒத்த சொற்கள் : ବିସ୍ଫୋଟନ
பிற மொழிகளில் மொழிபெயர்ப்பு :
பொருள் : ଭିତରର ଉତ୍ତାପରେ ବାହାର ଅଂଶ ଗରମ ହେବା ଓ ଫାଟିଯିବାର କ୍ରିୟା
எடுத்துக்காட்டு :
ବମ୍ ବିସ୍ଫୋଟନରେ କୋଡ଼ିଏ ଜଣ ଲୋକଙ୍କ ପ୍ରାଣ ଚାଲିଗଲା
ஒத்த சொற்கள் : ବିସ୍ଫୋଟନ
பிற மொழிகளில் மொழிபெயர்ப்பு :