பொருள் : କୌଣସି ନୂଆ, ବିଲକ୍ଷଣ ବା ଅସାଧାରଣ କଥାକୁ ଦେଖିବା, ଶୁଣିବା ବା ଧ୍ୟାନରେ ଆଣିବାଦ୍ୱାରା ଉତ୍ପନ୍ନ ହେଉଥିବା ମନର ଏକ ପ୍ରକାରଭାବ
எடுத்துக்காட்டு :
ହଠାତ୍ ମୋତେ ଦେଖି ତାକୁ ଆଶ୍ଚର୍ଯ୍ୟ ଲାଗିଲା
ஒத்த சொற்கள் : ଅଦ୍ଭୁତ, ଅସମ୍ଭବ, ଆଶ୍ଚର୍ଯ୍ୟ, ତାଜୁବ୍
பிற மொழிகளில் மொழிபெயர்ப்பு :
मन का वह भाव जो किसी नई, विलक्षण या असाधारण बात को देखने, सुनने या ध्यान में आने से उत्पन्न होता है।
आश्चर्य की बात यह है कि इतनी बड़ी ख़बर सुनकर भी उन्होनें कोई प्रतिक्रिया नहीं की।The astonishment you feel when something totally unexpected happens to you.
surpriseபொருள் : କୌଣସି ଏଭଳି ଆଶ୍ଚର୍ଯ୍ୟଜନକ ବା ଅଦ୍ଭୁତ କାମ ବା ବିଷୟ ଯାହା ସାଧାରଣତଃ ଦେଖିହୁଏ ନାହିଁ ଏବଂ ଅଲୌକିକ ଏବଂ ଅସମ୍ଭବ ମନେହୁଏ
எடுத்துக்காட்டு :
ପାଗଳ ବ୍ୟକ୍ତିକୁ ଠିକ୍କରି ସିଦ୍ଧ ମହାତ୍ମା ଚମତ୍କାର କରିଦେଲେ
ஒத்த சொற்கள் : ଅଦ୍ଭୁତ କାମ, ଆଶ୍ଚର୍ଯ୍ୟ, କମାଲ୍, ଚମତ୍କାର
பிற மொழிகளில் மொழிபெயர்ப்பு :
Any amazing or wonderful occurrence.
miracle