பொருள் : କୌଣସି ବିଷୟକୁ ବିସ୍ତାରିତଭାବରେ ବର୍ଣ୍ଣନା କରିବା
எடுத்துக்காட்டு :
ଶିକ୍ଷକ କବୀରଙ୍କ ଦୋହା ବ୍ୟାଖ୍ୟା କରୁଛନ୍ତି
ஒத்த சொற்கள் : ବିଶ୍ଳେଷଣ କରିବା, ବିସ୍ତାରିତ ଭାବେ ବର୍ଣ୍ଣନାକରିବା, ବ୍ୟାଖ୍ୟା କରିବା
பிற மொழிகளில் மொழிபெயர்ப்பு :
किसी विषय का कुछ विस्तार से वर्णन करना।
गुरुजी कबीर के दोहे की व्याख्या कर रहे हैं।பொருள் : କୌଣସି କଥା ଆଦିକୁ ଜାଣିବା
எடுத்துக்காட்டு :
ବହୁତ ବୁଝାଇଲା ପରେ ମଧ୍ୟ ସେ ଏହି ପ୍ରଶ୍ନକୁ ବୁଝିପାରିଲେ ନାହିଁ
ஒத்த சொற்கள் : ଧରିବା
பிற மொழிகளில் மொழிபெயர்ப்பு :
Get the meaning of something.
Do you comprehend the meaning of this letter?.பொருள் : କୌଣସି କାର୍ଯ୍ୟର ଆକାର, ପ୍ରକାର ବା ବିଧି ସମ୍ପର୍କରେ
எடுத்துக்காட்டு :
ସେ ମୋତେ ଆଚାର ତିଆରି କରିବାର ବିଧି ବତେଇଲେ
ஒத்த சொற்கள் : ବତେଇବା, ଶିଖେଇବା
பிற மொழிகளில் மொழிபெயர்ப்பு :
किसी नए कार्य, उसको करने की विधि, बात या विषय आदि की जानकारी देना।
उसने मुझे अचार बनाने की विधि बताई।Give instructions or directions for some task.
She instructed the students to work on their pronunciation.பொருள் : ବୁଦ୍ଧି ବା ଜ୍ଞାନ ପ୍ରଦାନ କରିବା
எடுத்துக்காட்டு :
ଅଧ୍ୟାପକ ପିଲାମାନଙ୍କୁ ଗଣିତ ବୁଝେଇଲେ
ஒத்த சொற்கள் : ଅବଗତ କରିବା, ବତେଇବା
பிற மொழிகளில் மொழிபெயர்ப்பு :