பொருள் : ଜୀବନ ନିର୍ବାହପାଇଁ କରାଯାଉଥିବା କାମ
எடுத்துக்காட்டு :
ସେ ଲୁଗା ବିକ୍ରି କରିବା ସହିତ ଅନ୍ୟ ଜୀବିକା ଗୋଟିଏ ମଧ୍ୟ ଆରମ୍ଭ କରିଛି
ஒத்த சொற்கள் : କାମଧନ୍ଦା, କାରବାର, ଜୀବିକା, ଧନ୍ଦା, ପେଶା, ବ୍ୟବସାୟ, ରୋଜଗାର
பிற மொழிகளில் மொழிபெயர்ப்பு :
The principal activity in your life that you do to earn money.
He's not in my line of business.பொருள் : ଏକ ପ୍ରକାର ଅନୁପ୍ରାସ ଅଳଙ୍କାର
எடுத்துக்காட்டு :
ବୃତ୍ୟାନୁପ୍ରାସରେ କେତେକ ସ୍ୱରଯୁକ୍ତ ବା ସ୍ୱରରହିତ ବ୍ୟଞ୍ଜନ ବାରଂବାର ବ୍ୟବହାର ହୋଇଥାଏ
ஒத்த சொற்கள் : ବୃତ୍ୟାନୁପ୍ରାସ
பிற மொழிகளில் மொழிபெயர்ப்பு :
अनुप्रास अलंकार का एक प्रकार।
वृत्यानुप्रास में कुछ स्वरयुक्त या स्वररहित व्यंजन कई बार आते हैं।பொருள் : ଜୀବନର ନିର୍ବାହ
எடுத்துக்காட்டு :
ଚାଷ ତାହାର ଜୀବିକାର ସାଧନ
ஒத்த சொற்கள் : ଜୀବନ ବୃତ୍ତି, ଜୀବିକା
பிற மொழிகளில் மொழிபெயர்ப்பு :
The act of sustaining life by food or providing a means of subsistence.
They were in want of sustenance.பொருள் : ମାଧୁର୍ଯ୍ୟ,ଓଜ, ପ୍ରସାଦ ଗୁଣ ଆଦି ପ୍ରତୀତ ହେଉଥିବା ବିଶେଷ ପ୍ରକାରର ଶବ୍ଦ ବ୍ୟଞ୍ଜନାତ୍ମକ ରଚନା
எடுத்துக்காட்டு :
ସାହିତ୍ୟରେ ମଧୁରା, ପୁରୁଷା, ପ୍ରୌଢ଼ା ଆଦି ବୃତ୍ତିସବୁ ରହିଛି
பிற மொழிகளில் மொழிபெயர்ப்பு :
शब्द-योजना की वह विशेषता जिससे रचना में माधुर्य, ओज, प्रसाद आदि गुण आते हैं।
साहित्य में मधुरा, पुरुषा, प्रौढ़ा आदि वृत्तियाँ हैं।