பொருள் : ବେଲରସ ଲୋକମାନଙ୍କର ଭାଷା
எடுத்துக்காட்டு :
ବେଲରସରେ ବେଲରସୀ ଅତିରିକ୍ତ ରୁଷୀୟ ମଧ୍ୟ କୁହାଯାଏ
ஒத்த சொற்கள் : ବେଲରସୀ ଭାଷା
பிற மொழிகளில் மொழிபெயர்ப்பு :
बेलरस के लोगों की भाषा।
बेलरस में बेलरसी के अतिरिक्त रूसी भी बोली जाती है।பொருள் : ବେଲରସରେ ରହିବା ବ୍ୟକ୍ତି
எடுத்துக்காட்டு :
ସେହି ବେଲରସୀ ନିଜ ଦେଶ ବାବଦରେ ବହୁତ କିଛି କହିଲା
ஒத்த சொற்கள் : ବେଲରସବାସୀ
பிற மொழிகளில் மொழிபெயர்ப்பு :
बेलरस का रहने वाला।
उस बेलरसी ने अपने देश के बारे में बहुत कुछ बताया था।பொருள் : ବେଲରସର ବା ବେଲରସ ସଂବନ୍ଧିତ
எடுத்துக்காட்டு :
ସେ ବେଲରସୀୟ ସଂସ୍କୃତି ବିଷୟରେ ଜ୍ଞାନ ଚାହୁଁଛି
ஒத்த சொற்கள் : ବେଲରସୀୟ
பிற மொழிகளில் மொழிபெயர்ப்பு :
Of or pertaining to Belarus or to the people or culture of Belarus.
belarusianபொருள் : ବେଲରସୀ ଭାଷାର ବା ବେଲରସୀ ଭାଷା ସଂବନ୍ଧିତ
எடுத்துக்காட்டு :
ଲେଖକମାନଙ୍କ ମଧ୍ୟରେ ସେହି ବେଲରସୀ ଲେଖାର ବହୁତ ଚର୍ଚ୍ଚା ହୋଇଥିଲା