பொருள் : ଶରୀରର କୌଣସିଠାରେ ବିଷ ଏକତ୍ର ହୋଇ ଉତ୍ପନ୍ନ ହେଉଥିବା ଯେଉଁ ଫୁଲାରେ ରକ୍ତ ପଚି ପୂଜ ହୋଇଯାଏ
எடுத்துக்காட்டு :
ସେ ପ୍ରତିଦିନ ବ୍ରଣ ଉପରେ ପଟି ଲଗାଏ
ஒத்த சொற்கள் : ବଥ
பிற மொழிகளில் மொழிபெயர்ப்பு :
பொருள் : ଭାତୁଡି ଭଳି ତ୍ବଚା ଉପରେ ହେଉଥିବା ବ୍ରଣ
எடுத்துக்காட்டு :
ମୋ ବ୍ରଣ ବହୁତ କୁଣ୍ଡାଇ ହେଉଛି
பிற மொழிகளில் மொழிபெயர்ப்பு :
பொருள் : ଆଖି ପଲକ ଧାରରେ ହେଉଥିବା ଛୋଟବ୍ରଣ
எடுத்துக்காட்டு :
ବ୍ରଣ ହେବା କାରଣରୁ ତା ଆଖିରେ ଦରଜ ହେଉଛି
பிற மொழிகளில் மொழிபெயர்ப்பு :