பொருள் : ଯାହାର ବା ଯେଉଁ ବିଷୟରେ ନିର୍ଣ୍ଣୟ ହୋଇସାରିଛି
எடுத்துக்காட்டு :
ଏହା ନିର୍ଣ୍ଣିତ ବିଷୟ, ଏବେ ଏହା ଉପରେ ତର୍କ କରିବାର କୌଣସି ଆବଶ୍ୟକତା ନାହିଁ
ஒத்த சொற்கள் : ନିର୍ଣ୍ଣିତ, ସମାପିତ, ସ୍ଥିରୀକୃତ
பிற மொழிகளில் மொழிபெயர்ப்பு :
Established or decided beyond dispute or doubt.
With details of the wedding settled she could now sleep at night.பொருள் : କୌଣସି ପ୍ରକାରର ବ୍ୟବସ୍ଥା ବା ନିୟମ ସହ ଯୁକ୍ତ
எடுத்துக்காட்டு :
ସେ କୋଠରୀରେ ସଜାଡ଼ିକି ରଖାଯାଇଥିବା ଜିନିଷଗୁଡ଼ିକୁ ଛିନଛତ୍ର କରିଦେଲା
ஒத்த சொற்கள் : ଠିକ୍ରୂପେ, ପ୍ରବନ୍ଧିତ, ସଜ୍ଜିତ
பிற மொழிகளில் மொழிபெயர்ப்பு :
Methodical and efficient in arrangement or function.
How well organized she is.