பொருள் : ଯେଉଁ ବ୍ୟାଗରେ ଛାତ୍ରଛାତ୍ରୀମାନେ ବହି, ଖାତା, ଓ ଅନ୍ୟାନ୍ୟ ଜିନିଷ ରଖନ୍ତି
எடுத்துக்காட்டு :
ଆଜିକାଲିର ପିଲାଙ୍କ ବ୍ୟାଗ ବହିପତ୍ରରେ ଭର୍ତ୍ତି ହୋଇ ରହୁଛି
ஒத்த சொற்கள் : ବସ୍ତାନି, ସ୍କୁଲବ୍ୟାଗ
பிற மொழிகளில் மொழிபெயர்ப்பு :
A bag for carrying school books and supplies.
Found just the right dictionary to fit into his schoolbag.பொருள் : ବିଶେଷକରି ମହିଳାମାନେ ବ୍ୟବହୃତ କରୁଥିବା ହାତଥିବା ବ୍ୟାଗ ଯେଉଁଥିରେ ଟଙ୍କା-ପଇସା ଆଦି ବସ୍ତୁ ରଖିହୁଏ
எடுத்துக்காட்டு :
ଶୀଲା ନିଜ ବ୍ୟାଗରେ ଦର୍ପଣ,ପାନିଆ ଆଦି ମଧ୍ୟ ରଖେ
ஒத்த சொற்கள் : ପର୍ସ, ହ୍ୟାଣ୍ଡବ୍ୟାଗ
பிற மொழிகளில் மொழிபெயர்ப்பு :
A container used for carrying money and small personal items or accessories (especially by women).
She reached into her bag and found a comb.