பொருள் : ମୁଖ୍ୟତଃ ସୁଧରେ ଟଙ୍କା ଋଣ ଦେବାନେବା କାମ କରୁଥିବା ସଂସ୍ଥା
எடுத்துக்காட்டு :
ବ୍ୟାଙ୍କରୁ ପାଠପଢା ପାଇଁ ମଧ୍ୟ ଋଣ ମିଳୁଛି
ஒத்த சொற்கள் : ବ୍ୟାଂକ
பிற மொழிகளில் மொழிபெயர்ப்பு :
A financial institution that accepts deposits and channels the money into lending activities.
He cashed a check at the bank.பொருள் : ଯେଉଁ ସ୍ଥାନରେ ଟଙ୍କାପଇସା ବଦଳା ଯାଇଥାଏ
எடுத்துக்காட்டு :
ଆମେରିକୀୟ ଡଲାର ନେବା ନିମନ୍ତେ ସୀମାନ୍ତ ବ୍ୟାଙ୍କକୁ ଯାଇଛି
ஒத்த சொற்கள் : କରେନ୍ସି ଏକ୍ସଚେଞ୍ଜ ସେଣ୍ଟର, ସରାଫାଖାନା
பிற மொழிகளில் மொழிபெயர்ப்பு :
பொருள் : ଯେଉଁ ସ୍ଥାନରେ ସୁଧ ପାଇବାପାଇଁ ଟଙ୍କା ଜମା କରାଯାଏ ଏବଂ ଋଣ ମଧ୍ୟ ନିଆଯାଏ
எடுத்துக்காட்டு :
ସେ ବ୍ୟାଙ୍କରେ ଦଶ ହଜାର ଟଙ୍କା ଜମା କଲେ
பிற மொழிகளில் மொழிபெயர்ப்பு :
A building in which the business of banking transacted.
The bank is on the corner of Nassau and Witherspoon.