பொருள் : ଯେଉଁ ସରଳ ରେଖା କୌଣସି ବୃତ୍ତର ଗୋଲାକାର କ୍ଷେତ୍ରର ଠିକ ମଧ୍ୟଦେଇ ଯାଇଥାଏ ଓ ଯାହାର ଦୁଇଟି ମୁଣ୍ଡ ବୃତ୍ତର ପରିଧିସହ ମିଳିତ ହୋଇଥାଏ
எடுத்துக்காட்டு :
ଏହି ବୃତ୍ତର ବ୍ୟାସ ନିର୍ଣ୍ଣୟ କର
ஒத்த சொற்கள் : ଡାୟାମିଟର
பிற மொழிகளில் மொழிபெயர்ப்பு :
A straight line connecting the center of a circle with two points on its perimeter (or the center of a sphere with two points on its surface).
diameterபொருள் : ଉତ୍ତର ଭାରତର ଏକ ନଦୀ
எடுத்துக்காட்டு :
ବ୍ୟାସ ନଦୀ ହିମାଳୟରୁ ବାହାରି ଆରବ ଉପସାଗରରେ ଯାଇ ମିଶିଅଛି
ஒத்த சொற்கள் : ବ୍ୟାସ ନଦୀ
பிற மொழிகளில் மொழிபெயர்ப்பு :
பொருள் : ବେଦଗୁଡ଼ିକର ସଂଗ୍ରହ ଏବଂ ସମ୍ପାଦନା କରିଥିବା ଜଣେ ବଡ଼ ଏବଂ ଶ୍ରେଷ୍ଠଋଷି
எடுத்துக்காட்டு :
ବେଦବ୍ୟାସ ମହାଭାରତକୁ ଲେଖନୀବଦ୍ଧ କରିବାପାଇଁ ଭଗବାନ ଗଣେଶଙ୍କୁ ଆମନ୍ତ୍ରିତ କରିଥିଲେ
ஒத்த சொற்கள் : କୃଷ୍ଣ ଦୌପାୟନ, ବାଦରାୟଣ, ବେଦବ୍ୟାସ, ବ୍ୟାସଦେବ
பிற மொழிகளில் மொழிபெயர்ப்பு :
A mentor in spiritual and philosophical topics who is renowned for profound wisdom.
sage