பொருள் : ଯେ ବହୁତ ବଡ଼ ବା ଭଲ
எடுத்துக்காட்டு :
ମହାତ୍ମା ଗାନ୍ଧି ଜଣେ ମହାନ୍ ବ୍ୟକ୍ତି ଥିଲେ
ஒத்த சொற்கள் : ମହାନ୍, ମୂର୍ଦ୍ଧନ୍ୟ, ଶ୍ରେଷ୍ଠ
பிற மொழிகளில் மொழிபெயர்ப்பு :
Of major significance or importance.
A great work of art.பொருள் : ମାତ୍ରା, ଆକାର, ବିସ୍ତାର ଆଦିରେ କାହା ତୁଳନାରେ ଅଧିକ
எடுத்துக்காட்டு :
ତାଙ୍କ ଘରଟି ମୋ ଘରଠାରୁ ବଡ଼
பிற மொழிகளில் மொழிபெயர்ப்பு :
मात्रा, आकार, विस्तार आदि में किसी की तुलना में अधिक।
मेरा घर बहुत बड़ा है।பொருள் : ଜ୍ଞାନଆଦି ଦୃଷ୍ଟିରୁ ଯେ ବହୁତ ବଡ଼
எடுத்துக்காட்டு :
ଏହି ସମ୍ମିଳନୀରେ କେତେଜଣ ଶ୍ରେଷ୍ଠବିଦ୍ୱାନ ଭାଗ ନେଉଛନ୍ତି ସେ ସଂସ୍କୃତରେ ମହାପଣ୍ଡିତ
பிற மொழிகளில் மொழிபெயர்ப்பு :