பொருள் : ଟଙ୍କାପଇସାଆଦି ବଦଳାଇବା
எடுத்துக்காட்டு :
ଫଳବାଲା ପାଖରେ ପାଞ୍ଚଶହ ଟଙ୍କିଆ ନୋଟର ଖୁଚୁରା ନଥିଲା ଭାଙ୍ଗିଲାନାହିଁ
ஒத்த சொற்கள் : ଖୁଚୁରାନଥିବା, ବଦଳାଇବା, ଭାଙ୍ଗିବା
பிற மொழிகளில் மொழிபெயர்ப்பு :
பொருள் : କାନ୍ଥ,ଘର ଆଦି ଅନ୍ୟ କାହାଦ୍ୱାରା ଭଙ୍ଗାଇବା ବା ଧ୍ୱସ୍ତ କରାଇବା
எடுத்துக்காட்டு :
ଠିକାଦାର ବଡ଼ ଅଟ୍ଟାଳିକା ଗଢ଼ିବାପାଇଁ ଗରିବମାନଙ୍କର ଘରକୁ ଭଙ୍ଗାଇଦେଲା
ஒத்த சொற்கள் : ଧ୍ୱଂସ କରାଇବା, ଧ୍ୱସ୍ତ କରାଇବା, ନଷ୍ଟ କରାଇବା, ଭଗ୍ନ କରାଇବା
பிற மொழிகளில் மொழிபெயர்ப்பு :
பொருள் : ବଡ଼ ମୁଦ୍ରା ବା ନୋଟକୁ ସେହି ମୂଲ୍ୟର ଛୋଟଛୋଟ ମୁଦ୍ରା ବା ନୋଟରେ ବଦଳାଇବା
எடுத்துக்காட்டு :
ରହିମ ରିକ୍ସାଭଡ଼ା ଦେବାପାଇଁ ଶହେ ଟଙ୍କା ଭଙ୍ଗାଇଲା
பிற மொழிகளில் மொழிபெயர்ப்பு :
பொருள் : ଟଙ୍କା,ନୋଟ ଆଦିକୁ ଛୋଟ ମୁଦ୍ରା ବା ଟଙ୍କାରେ ପରିଣତ କରିବା
எடுத்துக்காட்டு :
ରିକ୍ସାବାଲାକୁ ପଇସା ଦେବାପାଇଁ ସେ ପାଞ୍ଚଶହ ଟଙ୍କିଆ ନୋଟକୁ ଭଙ୍ଗାଇଲା
ஒத்த சொற்கள் : ଖୁଚୁରାକରାଇବା, ରେଜାକରାଇବା
பிற மொழிகளில் மொழிபெயர்ப்பு :