பொருள் : ଜ୍ୟୋତିଷଶାସ୍ତ୍ର, ବିଶେଷତଃ ଫଳିତ ଜ୍ୟୋତିଷର ଜ୍ଞାତା
எடுத்துக்காட்டு :
ସେ ଏକ କୁଶଳ ଜ୍ୟୋତିଷ
ஒத்த சொற்கள் : ଆଗାମୀବକ୍ତା, ଗଣକ, ଜ୍ୟୋତିର୍ବିଦ୍, ଜ୍ୟୋତିଷ, ଜ୍ୟୋତିଷଜ୍ଞ, ଜ୍ୟୋତିଷଶାସ୍ତ୍ରଜ୍ଞ
பிற மொழிகளில் மொழிபெயர்ப்பு :
ज्योतिषशास्त्र, विशेषतः फलित ज्योतिष का ज्ञाता।
वह एक कुशल ज्योतिषी है।Someone who predicts the future by the positions of the planets and sun and Moon.
astrologer, astrologistபொருள் : ଭବିଷ୍ୟତ ଘଟଣାବଳୀ ବିଷୟରେ ଜାଣିପାରୁଥିବା ବ୍ୟକ୍ତି
எடுத்துக்காட்டு :
ପଣ୍ଡିତ ଶିବଶଙ୍କର ଜଣେ ବଖ୍ୟାତ ଭବିଷ୍ୟବକ୍ତା
பிற மொழிகளில் மொழிபெயர்ப்பு :
भविष्य में घटने वाली बातों को जानने वाला व्यक्ति।
वे अपना भविष्य जानने के लिए आगमजानी के पास गए हैं।பொருள் : ଯେ ଭବିଷ୍ୟତରେ ଘଟିବାକୁ ଯାଉଥିବା କଥାକୁ ଜାଣିପାରେ
எடுத்துக்காட்டு :
ମୋହନ ଜଣେ ଭବିଷ୍ୟଜ୍ଞାତା ପଣ୍ଡିତଙ୍କ ସହ ନିଜ ଭବିଷ୍ୟତ ବିଷୟରେ ପଚାରୁଥିଲା
ஒத்த சொற்கள் : ଭବିଷ୍ୟଜ୍ଞାତା
பிற மொழிகளில் மொழிபெயர்ப்பு :
भविष्य में घटने वाली बातों को जानने वाला।
मोहन एक आगमजानी पंडित से अपने भविष्य के बारे में पूछ रहा है।