பொருள் : ଏହା ନିଶ୍ଚୟ ଯେ ଏଭଳି ହେବ, ଅଥବା ଅମୁକ ବ୍ୟକ୍ତି ଏଭଳି କରେ ବା କରିବ
எடுத்துக்காட்டு :
ବିଶ୍ୱାସ ଉପରେ ଦୁନିଆ ତିଷ୍ଠିରହିଛି ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ, ଆପଣଙ୍କ ହଜିଲା ପୁଅ ମିଳିଯିବ
ஒத்த சொற்கள் : ଆତ୍ମପ୍ରତ୍ୟୟ, ଆଶା, ଆସ୍ଥା, ନିର୍ଭର, ବିଶ୍ୱାସ
பிற மொழிகளில் மொழிபெயர்ப்பு :
பொருள் : ଜୀବନ ନିର୍ବାହର ଆଧାର
எடுத்துக்காட்டு :
ପିଲାମାନେ ବାର୍ଦ୍ଧକ୍ୟରେ ମା’-ବାପାଙ୍କର ସାହାରା ହୋଇଥାନ୍ତି
ஒத்த சொற்கள் : ଅବଲମ୍ବନ, ଆଲମ୍ବନ, ଆଶ୍ରା, ଆଶ୍ରୟ, ଆସରା, ସାହାରା
பிற மொழிகளில் மொழிபெயர்ப்பு :
The activity of providing for or maintaining by supplying with money or necessities.
His support kept the family together.பொருள் : କାହାରି ଉପରେ ଭରସା ରଖିବାର କ୍ରିୟା ଯେପରିକି କୌଣସି କାମ ତାଙ୍କ ଦ୍ୱାରା ହୋଇପାରିବ ବା ହୋଇଯିବ
எடுத்துக்காட்டு :
ପ୍ରତ୍ୟେକ ପିତାଙ୍କର ନିଜ ପୁତ୍ର ଉପରେ ଏହି ଆଶା ଥାଏ ଯେ ସେ ନିଜ ଜୀବନରେ ସଫଳ ହେଉ
ஒத்த சொற்கள் : ଆକାଂକ୍ଷା, ଆଶା, ପ୍ରତ୍ୟାଶା
பிற மொழிகளில் மொழிபெயர்ப்பு :
किसी पर भरोसा रखने की क्रिया कि अमुक कार्य उसके द्वारा हो सकता है या हो जायेगा।
हर पिता की अपने पुत्र से यह अपेक्षा रहती है कि वह अपने जीवन में सफल हो।