பொருள் : ବିଗିଡ଼ି ଯାଇ ଅବଜ୍ଞା ବା ତିରସ୍କାରପୂର୍ବକ କଡା କଥା କହିବା
எடுத்துக்காட்டு :
ଶ୍ୟାମର ଟଙ୍କା ମାଗିବା କାରଣରୁ ବାପା ତାକୁ ଗାଳିଦେଲେ
ஒத்த சொற்கள் : ଗାଳିଦେବା
பிற மொழிகளில் மொழிபெயர்ப்பு :
अवज्ञा या तिरस्कारपूर्वक बिगड़कर कड़ी बात कहना।
श्याम के पैसा माँगने पर बाबूजी ने उसे झिड़क दिया।பொருள் : ବହୁତ ଘୃଣା ପ୍ରକଟ କରିବା
எடுத்துக்காட்டு :
ତୁମ କର୍ମ ଯୋଗୁଁ ହିଁ ଆଜି ସମସ୍ତେ ତୁମକୁ ଧିକ୍କାର କରୁଛନ୍ତି
ஒத்த சொற்கள் : ଛିଛାକର କରିବା, ତିରସ୍କାର କରିବା, ଧିକ୍କାର କରିବା
பிற மொழிகளில் மொழிபெயர்ப்பு :
बहुत घृणा प्रकट करना।
तुम्हारे कर्मों के कारण ही आज सभी लोग तुझे थुथकार रहे हैं।