பொருள் : ସୁଖ, ସମୃଦ୍ଧି ତଥା କୁଶଳତାରେ ପରିପୂର୍ଣ୍ଣ ହେବା ଅବସ୍ଥା
எடுத்துக்காட்டு :
ଏପରି କାମ କର ଯେଉଁଥିରେ ସମସ୍ତଙ୍କର କଲ୍ୟାଣ ହେବ
ஒத்த சொற்கள் : କଲ୍ୟାଣ, ମଙ୍ଗଳ, ଶୁଭ, ହିତ
பிற மொழிகளில் மொழிபெயர்ப்பு :
A contented state of being happy and healthy and prosperous.
The town was finally on the upbeat after our recent troubles.பொருள் : ଭଲ ହେବ ଯେ
எடுத்துக்காட்டு :
ଘା ଧୋଇବାପାଇଁ ଆପଣ ଭଲ ଗୁଣକାରୀ ପାଣି ବ୍ୟବହାର କରନ୍ତୁ
பிற மொழிகளில் மொழிபெயர்ப்பு :
अच्छा हो कि।
अच्छा हो कि आप घाव धोने के लिए गुनगुने पानी का प्रयोग करें।More readily or willingly.
Clean it well, preferably with warm water.பொருள் : ଭଲ ଭାବରେ ବା ଯାହା ପ୍ରଶଂସାର ଯୋଗ୍ୟ
எடுத்துக்காட்டு :
ଆଜି ସଚିନ୍ ଭଲ ଖେଳିଲା
ஒத்த சொற்கள் : ବଢ଼ିଆ
பிற மொழிகளில் மொழிபெயர்ப்பு :
अच्छी तरह से या ऐसा जो प्रशंसा के योग्य हो।
आज सचिन ने अच्छा खेला।பொருள் : ଦେଖିବାରେ ଭଲ ଏବଂ ସୁନ୍ଦର ଲାଗିବା
எடுத்துக்காட்டு :
ଆଜିର ପାଗ ବହୁତ ବଢ଼ିଆ
ஒத்த சொற்கள் : ବଢ଼ିଆ, ମନୋରମ, ସୁନ୍ଦର
பிற மொழிகளில் மொழிபெயர்ப்பு :
Having great beauty and splendor.
A glorious spring morning.பொருள் : ଯାହାର ସ୍ୱାଦ ଭଲ
எடுத்துக்காட்டு :
ଆଜିର ଭୋଜନ ବହୁତ ସ୍ୱାଦିଷ୍ଟ ଥିଲା
ஒத்த சொற்கள் : ମଧୁର, ରୋଚକ, ସୁସ୍ୱାଦୁ, ସ୍ୱାଦିଷ୍ଟ
பிற மொழிகளில் மொழிபெயர்ப்பு :
Extremely pleasing to the sense of taste.
delectable, delicious, luscious, pleasant-tasting, scrumptious, toothsome, yummyபொருள் : ଯାହା ପରିଶୋଧିତ ବା ଯାହାକୁ ପରିଶୁଦ୍ଧ କରାଯାଇଛି
எடுத்துக்காட்டு :
ଏହା ଶୁଦ୍ଧ ସୁବର୍ଣ୍ଣର ବିସ୍କୁଟ
ஒத்த சொற்கள் : ଅମିଶା, ଅସଲି, ଖାଣ୍ଟି, ଖାଦହୀନ, ବିଶୁଦ୍ଧ, ଶୁଦ୍ଧ
பிற மொழிகளில் மொழிபெயர்ப்பு :
Free of extraneous elements of any kind.
Pure air and water.பொருள் : ଯେ ସବୁ ପ୍ରକାରରେ ଭଲ ଅବସ୍ଥାରେ ଥାଏ
எடுத்துக்காட்டு :
ମୁଁ ଭଲରେ ଅଛିଆପଣ କେମିତି ଅଛନ୍ତି?
ஒத்த சொற்கள் : ଠିକ୍ ଠାକ୍
பிற மொழிகளில் மொழிபெயர்ப்பு :
Being satisfactory or in satisfactory condition.
An all-right movie.பொருள் : ଯାହା ଗୁଣବତ୍ତାସହ ଯୁକ୍ତ
எடுத்துக்காட்டு :
ଗୁଣବତ୍ତାଯୁକ୍ତ ଉପକରଣ ମହଙ୍ଗା ହୋଇପାରେ କିନ୍ତୁ ବହୁତ ଦିନ ଚଳେ
ஒத்த சொற்கள் : ଉତ୍ତମ, ଗୁଣବତ୍ତାଯୁକ୍ତ, ଗୁଣଯୁକ୍ତ, ଗୁଣାନ୍ୱିତ
பிற மொழிகளில் மொழிபெயர்ப்பு :
जो गुणवत्ता से युक्त हो।
गुणवत्तायुक्त उपकरण महँगे तो होते हैं मगर चलते भी बहुत हैं।பொருள் : ଯାହା ଭଲ ଭାବରେ ପରିଣାମ ରୂପରେ ହୋଇଥାଏ ବା ଆସେ
எடுத்துக்காட்டு :
ଏହା ଭଲ କଥା ଯେ ମୁଁ ସେଠାରେ ନଥିଲି ଏହା ଭଲ କଥା ଯେ ଆପଣଙ୍କୁ କେହି ଦେଖି ନାହିଁ
ஒத்த சொற்கள் : ବଢ଼ିଆ
பிற மொழிகளில் மொழிபெயர்ப்பு :
பொருள் : ବହୁତ ବଢ଼ିଆ
எடுத்துக்காட்டு :
ଆପଣ ମୋତେ ବହୁତ ଭଲ ସମ୍ବାଦ ଦେଲେ
ஒத்த சொற்கள் : ଅତିଉତ୍ତମ, ବହୁତ ଭଲ, ବଢ଼ିଆ
பிற மொழிகளில் மொழிபெயர்ப்பு :
Very good. Of the highest quality.
Made an excellent speech.பொருள் : ଯାହା ଭଙ୍ଗା ବା ଖରାପ ନ ହୋଇ ଭଲ ଅବସ୍ଥାରେ ଥାଏ
எடுத்துக்காட்டு :
ମୁଁ ଏକ ପୁରୁଣା କିନ୍ତୁ ଭଲ କାର କିଣିବି
பிற மொழிகளில் மொழிபெயர்ப்பு :
பொருள் : ଯିଏ ଭଲ ବା ଯାହାର ଭଲ ଗୁଣ ଅଛି କିମ୍ବା ଯାହାର କାମଦ୍ୱାରା ଅନ୍ୟର ଭଲ ହୁଏ
எடுத்துக்காட்டு :
ଦୁନିଆରେ ଭଲ ଲୋକଙ୍କର ଅଭାବ ନାହିଁ
பிற மொழிகளில் மொழிபெயர்ப்பு :
Having desirable or positive qualities especially those suitable for a thing specified.
Good news from the hospital.பொருள் : ଯାହା ଶୁଭ ବା ଭଲ
எடுத்துக்காட்டு :
ଶୁଭ କାର୍ଯ୍ୟ ଆରମ୍ଭ କରିବାରେ ଡେରି ହେବା ଉଚିତ ନୁହେଁ
ஒத்த சொற்கள் : ପୁଣ୍ୟ, ମାଙ୍ଗଳିକ, ଶୁଭ
பிற மொழிகளில் மொழிபெயர்ப்பு :
Auguring favorable circumstances and good luck.
An auspicious beginning for the campaign.பொருள் : ଯିଏ ସମସ୍ତଙ୍କ ସହିତ ଭଲ, ଉଚିତ୍ ଏବଂ ପ୍ରିୟ ବ୍ୟବହାର କରେ
எடுத்துக்காட்டு :
ସଜ୍ଜନ ବ୍ୟକ୍ତି ସବୁ ପରିବେଶରେ ଅନ୍ୟ ସହିତ ଭଲ ବ୍ୟବହାର କରେ
ஒத்த சொற்கள் : ଭଦ୍ର, ସଜ୍ଜନ, ସୁଶୀଳ
பிற மொழிகளில் மொழிபெயர்ப்பு :
Having an easygoing and cheerful disposition.
Too good-natured to resent a little criticism.