உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : କୌଣସି ସମ୍ପତ୍ତିର ଅଧା ଭାଗର ମାଲିକ
எடுத்துக்காட்டு : ଅଂଶୀଦାର ଏ ପର୍ଯ୍ୟନ୍ତ ନିଜ ଭାଗ ନେବା ପାଇଁ ଆସିନାହିଁ
ஒத்த சொற்கள் : ଅଂଶୀଦାର
பிற மொழிகளில் மொழிபெயர்ப்பு :हिन्दी
किसी सम्पत्ति के आधे भाग का स्वामी।
பொருள் : ମିଳିମିଶି ଖେଳୁଥିବା ଖେଳରେ ନିଜ ସାଙ୍ଗରେ ଖେଳୁଥିବା ଖେଳାଳି
எடுத்துக்காட்டு : ତାସ ଖେଳିବା ସମୟରେ ମୋ ସ୍ୱାମୀ ମୋର ଗୁଇଁ ହୁଅନ୍ତି
ஒத்த சொற்கள் : ଅଂଶୀଦାର, ଗୁଇଁ, ଯୋଡ଼ିଦାର, ସଙ୍ଗୀ
एक साथ मिलकर खेलनेवाले खेल में अपनी ओर से खेलनेवाला खिलाड़ी।
பொருள் : କୌଣସି କାମ ବା ରୋଜଗାରରେ ଭାଗ ରଖୁଥିବା ବ୍ୟକ୍ତି
எடுத்துக்காட்டு : ଏହି ବେପାର କରିବାପାଇଁ ମୋର ଜଣେ ଅଂଶୀଦାରର ଆବଶ୍ୟକତା ରହିଛି
ஒத்த சொற்கள் : ଅଂଶୀଦାର, ସହଭାଗୀ
பிற மொழிகளில் மொழிபெயர்ப்பு :हिन्दी English
किसी काम या रोजगार आदि में साझा रखनेवाला व्यक्ति।
A person who is a member of a partnership.
பொருள் : କୌଣସି ଅଂଶ ବା ଭାଗର ମାଲିକ
எடுத்துக்காட்டு : ସୋହନ ଏହି କମ୍ପାନୀର ଜଣେ ଅଂଶୀଦାର
किसी अंश या हिस्से का मालिक।
Someone who holds shares of stock in a corporation.
நிறுவு