பொருள் : କାହା ସମ୍ମୁଖରେ କିଛି ବିଶେଷ ବିଷୟ ମୌଖିକ ରୂପେ ବର୍ଣ୍ଣନା କରିବା
எடுத்துக்காட்டு :
ଆଜି ଦଶଟା ବେଳେ ଶିକ୍ଷକଙ୍କର ଅଭିଭାଷଣ ଅଛି
ஒத்த சொற்கள் : ଅଭିଭାଷଣ, ବକ୍ତୃତା
பிற மொழிகளில் மொழிபெயர்ப்பு :
A speech that is open to the public.
He attended a lecture on telecommunications.பொருள் : ସମ୍ବୋଧିତ କରିବାର କ୍ରିୟା
எடுத்துக்காட்டு :
ଆଜିକାଲିର ନେତାମାନଙ୍କର ଭାଷଣର ଶବ୍ଦ ଫମ୍ପା
ஒத்த சொற்கள் : ସମ୍ବୋଧନ
பிற மொழிகளில் மொழிபெயர்ப்பு :
பொருள் : ବୟାନ ଦେବାର କ୍ରିୟା ବା ଭାବ
எடுத்துக்காட்டு :
ମନ୍ତ୍ରୀଙ୍କର ଭାଷଣରେ କେହି ସନ୍ତୁଷ୍ଟ ହେଲେନାହିଁ
பிற மொழிகளில் மொழிபெயர்ப்பு :
பொருள் : ବହୁତ ଲୋକଙ୍କ ସାମନାରେ କୌଣସି ବିଷୟର ସବିସ୍ତୃତ କଥନ
எடுத்துக்காட்டு :
ଗାନ୍ଧିଜୀଙ୍କ ଭାଷଣ ଶୁଣିବା ନିମନ୍ତେ ଦୂର ଦୂରାନ୍ତରରୁ ଲୋକ ଆସୁଥିଲେ
ஒத்த சொற்கள் : ବକ୍ତୃତା, ସ୍ପିଚ୍
பிற மொழிகளில் மொழிபெயர்ப்பு :
A speech that is open to the public.
He attended a lecture on telecommunications.