பொருள் : ହିନ୍ଦୁ ଧର୍ମଗ୍ରନ୍ଥରେ ବର୍ଣ୍ଣିତ ଜଣେ ଦେବତା
எடுத்துக்காட்டு :
ବେଦରେ ମଧ୍ୟ ସୂର୍ଯ୍ୟଦେବଙ୍କର ପୂଜା ବିଧାନ ବର୍ଣ୍ଣିତ ଅଛି
ஒத்த சொற்கள் : ଅଂଶୁମାନ୍, ଅହସ୍ପତି, ଆଦିତ୍ୟ, ଆଦିଦେବ, ଗଭସ୍ତି, ଦିନମଣି, ସୂର୍ଯ୍ୟ, ସୂର୍ଯ୍ୟଦେବ, ହେମମାଳି
பிற மொழிகளில் மொழிபெயர்ப்பு :
हिन्दू धर्मग्रंथों में वर्णित एक देवता।
वेदों में भी सूर्यदेव की पूजा का विधान है।An important god of later Hinduism. The sun god or the sun itself worshipped as the source of warmth and light.
suryaபொருள் : ଆମ ସୌରଜଗତର ସବୁଠାରୁ ବଡ଼ ଓ ଜ୍ୱଳନ୍ତ ପିଣ୍ଡ ଯାହାଠାରୁ ସବୁ ଗ୍ରହକୁ ଉତ୍ତାପ ଓ ଆଲୋକ ମିଳେ
எடுத்துக்காட்டு :
ସୂର୍ଯ୍ୟ ସୌରଶକ୍ତିର ଏକ ବଡ଼ ଉତ୍ସ ପୂର୍ବଦିଗରେ ସୂର୍ଯ୍ୟକୁଦେଖି ଅନ୍ଧାର ଶୀଘ୍ରଶୀଘ୍ର ହଟିଗଲା
ஒத்த சொற்கள் : ଅରୁଣ, ଆଦିତ୍ୟ, ଦିନକର, ଦିନେଶ, ଦିବାକାର, ପ୍ରଭାକର, ଭାନୁ, ରବି, ସବିତା, ସୂର୍ଯ୍ୟ
பிற மொழிகளில் மொழிபெயர்ப்பு :
हमारे सौर जगत का वह सबसे बड़ा और ज्वलंत तारा जिससे सब ग्रहों को गर्मी और प्रकाश मिलता है।
सूर्य सौर ऊर्जा का एक बहुत बड़ा स्रोत है।