பொருள் : ଯେ ବହୁତ ବଢ଼ିଯାଇଛି ଏବଂ ସହଜରେ ଭଲ ହୋଇପାରିବ ନାହିଁ
எடுத்துக்காட்டு :
ଔଷଧ ନଖାଇବାରୁ ତାର ରୋଗ ବର୍ତ୍ତମାନ ଭୀଷଣ ହୋଇଗଲାଣି
பிற மொழிகளில் மொழிபெயர்ப்பு :
जो बहुत बढ़ गया हो और सहज में अच्छा न हो सकता हो।
दवा न कराने के कारण उसका रोग अब दारुण हो गया है।பொருள் : ଯାହାକୁ ଦେଖିଲେ ଭୟ ବା ଡର ଲାଗେ
எடுத்துக்காட்டு :
ମହିଷାସୁରକୁ ମାରିବାପାଇଁ ମା’ କାଳୀ ପ୍ରଚଣ୍ଡ ରୂପ ଧାରଣ କରିଥିଲେ ମାନସିଂହ ଜଣେ ଉଗ୍ର ଡାକୁ ଥିଲା
ஒத்த சொற்கள் : ଉଗ୍ର, ପ୍ରଚଣ୍ଡ, ବିକଟ, ଭୟଂକର, ଭୟଙ୍କର, ହିଂସ୍ର
பிற மொழிகளில் மொழிபெயர்ப்பு :
जो अपने आकार-प्रकार, रूप-रङ्ग आदि की भीपणता या विकरालता के कारण देखनेवालों के मन में आतङ्क, आशङ्का या भय का संचार करता हो। जिसे देखने से भय या डर लगे।
महिषासुर को मारने के लिए माँ काली ने भयानक रूप धारण किया।Causing fear or dread or terror.
The awful war.பொருள் : ଆବଶ୍ୟକତାଠାରୁ ଅଧିକ ବା ବହୁତ ଅଧିକ
எடுத்துக்காட்டு :
ଭୀଷଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲା
ஒத்த சொற்கள் : ଘୋର, ପ୍ରବଳ, ଭୟଙ୍କର, ଭୟାନକ
பிற மொழிகளில் மொழிபெயர்ப்பு :
Unusually great in degree or quantity or number.
Heavy taxes.