பொருள் : କୌଣସି ବିଶିଷ୍ଟ ସାମାଜିକ ପରିସ୍ଥିତିରେ କୌଣସି ବ୍ୟକ୍ତିର ବ୍ୟବହାର ବା କାର୍ଯ୍ୟ
எடுத்துக்காட்டு :
କାହାରି ବିବାହରେ ତାହାର ମାତାପିତାଙ୍କ ଭୂମିକା ମହତ୍ବପୂର୍ଣ୍ଣ ହୋଇଥାଏ
ஒத்த சொற்கள் : ରୋଲ୍
பிற மொழிகளில் மொழிபெயர்ப்பு :
Normal or customary activity of a person in a particular social setting.
What is your role on the team?.பொருள் : ନାଟକରେ କୌଣସି ପାତ୍ରର ଅଭିନୟ
எடுத்துக்காட்டு :
ଏହି ସିନେମାରେ ଅମିତାଭଙ୍କ ଭୂମିକା ଜୋରଦାର ହେଇଛି ଏହି ନାଟକରେ ସେ ଖଳନାୟକର ଭୂମିକାରେ ଅବତୀର୍ଣ୍ଣ ହୋଇଛି
பிற மொழிகளில் மொழிபெயர்ப்பு :
An actor's portrayal of someone in a play.
She played the part of Desdemona.பொருள் : କୌଣସି ପୁସ୍ତକଆଦିର ଆରମ୍ଭରେ ଥିବା ବକ୍ତବ୍ୟ ଯେଉଁଥିରୁ ସେ ପୁସ୍ତକରେ ନିହିତ ବିଷୟ ସଂପର୍କରେ ଜାଣିହୁଏ
எடுத்துக்காட்டு :
ଏହି ପୁସ୍ତକର ଭୂମିକା ବହୁତ ଭବିଚିନ୍ତି ଲେଖାଯାଇଛି
ஒத்த சொற்கள் : ଅବତରଣିକା, ଆମୁଖ, ପ୍ରସ୍ତାବନା, ପ୍ରାକ୍ କଥା, ପ୍ରାକ୍-ଭାଷ, ମୁଖବନ୍ଧ
பிற மொழிகளில் மொழிபெயர்ப்பு :
பொருள் : କୌଣସି ବିଶେଷ ଅଭିନୟକର୍ତ୍ତା ବା ଅଭିନୟପାଇଁ ନିର୍ଦ୍ଧାରିତ ମନୋରଞ୍ଜନର ଏକ ଅଂଶ
எடுத்துக்காட்டு :
ନିର୍ଦ୍ଦେଶକ ନାୟକଙ୍କ ଭୂମିକା ବଦଳାଇଦେଲେ
ஒத்த சொற்கள் : ସ୍ପାଟ୍
பிற மொழிகளில் மொழிபெயர்ப்பு :
A section of an entertainment that is assigned to a specific performer or performance.
They changed his spot on the program.