பொருள் : ଆଗ କାଳରେ କିଛି ଲେଖିବା କାମରେ ଆସୁଥିବା ଏବଂ ପବିତ୍ର ବୋଲି ବିଚାର କରାଯାଉଥିବା ଏକ ବୃକ୍ଷର ବକ୍କଳ
எடுத்துக்காட்டு :
ହିନ୍ଦୁମାନଙ୍କର ଅନେକ ଧର୍ମାନୁଷ୍ଠାନରେ ଭୂର୍ଜପତ୍ର ବ୍ୟବହାର ହୁଏ
பிற மொழிகளில் மொழிபெயர்ப்பு :
பொருள் : ହିମାଳୟରେ ମିଳୁଥିବା ଏକ ଗଛ ଯାହାର ବକ୍କଳ ଲେଖାଲେଖି ଆଦି କାମରେ ଆସେ
எடுத்துக்காட்டு :
ପଣ୍ଡିତଜୀ ଭୂର୍ଜପତ୍ରର ବକ୍କଳଉପରେ ତାରକ ମନ୍ତ୍ର ଲେଖୁଛନ୍ତି
பிற மொழிகளில் மொழிபெயர்ப்பு :