பொருள் : କାହା ସହିତ ଦେଖା କରିବା ବା ଭେଟିବା
எடுத்துக்காட்டு :
ସେ ସହରରେ ନିଜ ବନ୍ଧୁବାନ୍ଧବଙ୍କୁ ଭେଟିଲେ
ஒத்த சொற்கள் : ଦେଖାକରିବା, ମିଶିବା, ସାକ୍ଷାତ କରିବା
பிற மொழிகளில் மொழிபெயர்ப்பு :
किसी से मिलना या भेंट करना।
उसने शहर में अपने संबंधियों से भेंट की।பொருள் : ନିୟମିତ ରୂପରେ ମିଶିବା, ବିଶେଷକରି ସ୍ତ୍ରୀ ପୁରୁଷ ବା ଅନ୍ୟ କାହାରି ସଙ୍ଗେ ସ୍ଥିର ସମ୍ବନ୍ଧ ରଖିବା
எடுத்துக்காட்டு :
ସେ ଜଣେ ଲୋକ ସଙ୍ଗେ ମିଶୁଛି ସେ ପୁଣି ତା ପ୍ରଥମ ସ୍ତ୍ରୀ ସହିତ ମିଶୁଛି
ஒத்த சொற்கள் : ଏକତ୍ର ହେବା, ଦେଖାହେବା, ମିଶିବା, ସଂସର୍ଗରେ ରହିବା, ସଙ୍ଗୀହେବା, ସାକ୍ଷାତ କରିବା
பிற மொழிகளில் மொழிபெயர்ப்பு :
பொருள் : ସାର୍ବଜନିକ ଉଦ୍ଦେଶ୍ୟ ବା କାର୍ଯ୍ୟପାଇଁ ମିଶିବା
எடுத்துக்காட்டு :
ଦେଶର ଉନ୍ନତିପାଇଁ ଆମେ ସବୁ ମିଶିଲୁ
ஒத்த சொற்கள் : ଏକତ୍ରିତ ହେବା, ଏକହେବା, ଏକାଠି ହେବା, ମିଳିବା, ମିଶିବା, ସଂଘବଦ୍ଧ ହେବା
பிற மொழிகளில் மொழிபெயர்ப்பு :
सार्वजनिक उद्देश्य या कार्य के लिए मिलना।
देश की उन्नति के लिए हम सभी मिलें।