பொருள் : ବିଷୟ ଆଦି ଭୋଗ କରିବା ବା ଭୋଗରେ ଲଗାଇବା ବ୍ୟକ୍ତି
எடுத்துக்காட்டு :
ଭୋଗୀ ବ୍ୟକ୍ତି ଯେତେବେଳେ ଅସଂଯମିତ ହୋଇଯାଏ, ସେତେବେଳେ ସେ ରୋଗୀ ହୋଇଯାଏ
பிற மொழிகளில் மொழிபெயர்ப்பு :
विषय आदि का भोग करने वाला या भोग में लगा हुआ।
भोगी व्यक्ति जब असंयमित हो जाता है तो वह रोगी हो जाता है।பொருள் : ଯିଏ ଭୋଗ କରିସାରିଛି ବା ଭୋଗକାରୀ
எடுத்துக்காட்டு :
ଆଜିକାଲି ରେଳରେ ସଂରକ୍ଷଣ ମିଳିବା କେତେ କଷ୍ଟକର ଏହା କୌଣସି ଭୁକ୍ତଭୋଗୀ ବ୍ୟକ୍ତିହିଁ ଜାଣିପାରିବ
ஒத்த சொற்கள் : ଅନୁଭବୀ, ଭୁକ୍ତଭୋଗୀ
பிற மொழிகளில் மொழிபெயர்ப்பு :
Having experience. Having knowledge or skill from observation or participation.
experienced, experient