பொருள் : ଖାଦ୍ୟ ଖାଇବା କ୍ରିୟା
எடுத்துக்காட்டு :
ଭୋଜନ ପରେ ସେ ବିଶ୍ରାମ କରିବାକୁ ଗଲେ
ஒத்த சொற்கள் : ଅନ୍ନ ଗ୍ରହଣ, ଆହାର, ଖାଦ୍ୟଗ୍ରହଣ
பிற மொழிகளில் மொழிபெயர்ப்பு :
பொருள் : ଖାଇବା ପିଇବା ଜିନିଷ ବା କୌଣସି ଅନ୍ୟ ବସ୍ତୁକୁ ଉପଯୋଗୀ କରିବା କ୍ରିୟା
எடுத்துக்காட்டு :
ଅଧିକ ରକ୍ତଚାପରେ ପୀଡ଼ିତ ବ୍ୟକ୍ତିକୁ ନିୟମିତ ଭାବରେ ଔଷଧ ସେବନ କରିବା ଉଚିତ
ஒத்த சொற்கள் : ଉପଭୋଗ, ଖାଇବା, ଗ୍ରହଣ କରିବା, ସେବନ
பிற மொழிகளில் மொழிபெயர்ப்பு :
The act of using.
He warned against the use of narcotic drugs.பொருள் : ମାଂସାହାରୀ ଜୀବଜନ୍ତୁମାନଙ୍କ ଦ୍ବାରା ଭକ୍ଷଣ କରା ଯାଉଥିବା କୀଟ,ପଶୁ,ପକ୍ଷୀ ଆଦି
எடுத்துக்காட்டு :
ଝିଟିପିଟି ନିଜ ଶିକାରକୁ ନିଜ ଜିଭରେ ଝାମ୍ପି ନେଲା
ஒத்த சொற்கள் : ଆହାର, ଭକ୍ଷ ପଦାର୍ଥ, ଶିକାର
பிற மொழிகளில் மொழிபெயர்ப்பு :
मांसाहारी जीव-जन्तुओं द्वारा भक्षण किया जाने वाले कीट, पशु, पक्षी आदि।
छिपकली ने शिकार को अपनी जीभ से लपक लिया।The usual food and drink consumed by an organism (person or animal).
diet