பொருள் : ପରଶା ଯାଇଥିବା ଖାଦ୍ୟ ଖାଇବା
எடுத்துக்காட்டு :
ପ୍ରବଚନ ସରିବା ପରେ ଭକ୍ତମାନେ ଧାଡ଼ିରେ ବସି ଭୋଜନ କରୁଥିଲେ
ஒத்த சொற்கள் : ଖାଇବା
பிற மொழிகளில் மொழிபெயர்ப்பு :
Eat a meal. Take a meal.
We did not eat until 10 P.M. because there were so many phone calls.பொருள் : ଖାଦ୍ୟଦ୍ୱାରା ଶରୀରକୁ ପୋଷଣ କରିବା ବା ଖାଦ୍ୟପଦାର୍ଥ ସେବନକରି ଶାରୀରିକ ପ୍ରକ୍ରିୟା ଜାରି ରଖିବା
எடுத்துக்காட்டு :
ମହାତ୍ମା କେବଳ ଫଳ ଓ ଦୁଧରେ ନିଜର ପୋଷଣ କରନ୍ତି
ஒத்த சொற்கள் : ଆହାର କରିବା, ପାଳିତ କରିବା, ପୁଷ୍ଟିକରଣ କରିବା, ପୋଷଣ କରିବା, ବର୍ଦ୍ଧନ କରିବା
பிற மொழிகளில் மொழிபெயர்ப்பு :
* खाद्य द्वारा शरीर को पोषित करना या खाद्य वस्तुओं का सेवन करके शारीरिक क्रियाओं को बनाए रखना।
महात्माजी केवल फल और दूध पर अपने को पोषित करते हैं।